ବଡ଼ ନିଷ୍ପତି ନେଲା ଏସ୍ଆରଏଚ୍: ଏବେ କେମିତି ଜିତିବ ଫାଇନାଲ ?
ଚେନ୍ନାଇ,୨୫ା୫: ଚଳିତ ଆଇପିଏଲ୍ ସିଜିନ୍ରେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଚର୍ଚ୍ଚାରେ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆରଏଚ୍) ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ତେବେ ଦଳ ଫାଇନାଲ ମ୍ୟାଚ୍ ପୁର୍ବରୁ ଏସ୍ଆରଏଚ୍ ଏକ ବଡ଼ ନିଷ୍ପତି ନେଇଛି,...
୧୦ ଉଇକେଟରେ ଜିତିଲା ସନ୍ରାଇଜର୍ସ: ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର...
ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍ରାଇଜର୍ସ
ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏକାଧିକ...
ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ
ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ କରିଥିବା ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ମାତ୍ର ୬ ଓଭରରେ...
ରସେଲ୍ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ
କୋଲକାତା,୨୩ା୩: ସନରାଇଜର୍ସ ହାଇଦ୍ରାବାଦକୁ ସଂଘର୍ଷପୂର୍ଣ୍ଣ ୪ ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ(କେକେଆର୍)। ପ୍ରଥମେ ବ୍ୟାଟିଂ କରି କେକେଆର ୭ ଉଇକେଟରେ ୨୦୮ ରନ୍ କରିଥିଲା। ଜବାବରେ ସନରାଇଜର୍ସ ୭ ଉଇକେଟରେ ୨୦୪ ରନ୍...
ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ,୨।୩: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ଆଇପିଏଲ୍ ସିଜନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ହୋଇପାରନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସହ କମିନ୍ସଙ୍କ ନିକଟତା ଏବଂ ୨୦୨୩ ବିଶ୍ୱକପ ବିଜୟ ସମେତ ନିକଟରେ ତାଙ୍କର ସଫଳତା ଅଧିନାୟକତ୍ୱ...
Archives
