ବଡ଼ ଖୁଲାସା କଲେ ଯୁବରାଜ ସିଂ, ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବା ପୂର୍ବରୁ ସୌରଭ ଗାଙ୍ଗୁଲି….
ନୂଆଦିଲ୍ଲୀ,୧୫।୧୦: IPL ୨୦୨୭କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସରେ ନୂଆ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍ର ପୂର୍ବତନ ଷ୍ଟାର୍ ଯୁବରାଜ ସିଂ । ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ହେବା ପାଇଁ ତାଙ୍କୁ ପ୍ରଥମେ ପଚାରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ…
ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍ ଖେଳିଲେ ସୌରଭ ଗାଙ୍ଗୁଲି-ରାହାଣେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୪।୧୦: ଭାରତର ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲି ଓ ଅଜିଙ୍କ୍ୟ ରାହାଣେ ପୁଣି ଥରେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ତେବେ ଏଥର ଏହି ମ୍ୟାଚ୍ର କାରଣ ଥିଲା କିଛି ଖାସ୍। ଦୁହେଁ ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍…
ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!
ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (CAB)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ଉଭୟ ପଦବୀ…
IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା
ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ଫ୍ରାଞ୍ଚାଇଜ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ଏହି ସୂଚନା ଦେଇଛି।…
ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…
ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି । IPL ୨୦୨୭ରେ…
ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ
ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ ନିମନ୍ତ୍ରଣ କରାଯାଇଛି। ପ୍ରିନ୍ସ ଅଫ ୱେଲ୍ସ ୱିଲିୟମ ଏବଂ ପ୍ରିନ୍ସେସ ଅଫ ୱେଲ୍ସ…
‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…
ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଫେବୃଆରୀ ୮ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ସୌରଭ ଗାଙ୍ଗୁଲି ICC ପୁରୁଷ…
୫ କ୍ରିକେଟରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା କୌଣସି ରାଜପ୍ରାସାଦରୁ ବି କମ୍ ନୁହେଁ, ଧୋନୀଙ୍କଠାରୁ ଆରମ୍ଭ କରି…
କ୍ରିକେଟରମାନେ ପଡ଼ିଆରେ ଯେତିକି ଚର୍ଚ୍ଚାରେ ଥାନ୍ତି, ପଡ଼ିଆ ବାହାରେ ବି ସେମାନଙ୍କ ବିଷୟରେ ଅଧିକ ଚର୍ଚ୍ଚା ହୁଏ। ଯେମିତିକି ସେମାନଙ୍କର ବିଳାସପୂର୍ଣ୍ଣ ବଙ୍ଗଳା, କାର୍ ଏବଂ ଘଣ୍ଟା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଅନ୍ତର୍ଜାତୀୟ କ୍ରିକେଟରେ ଅନେକ କ୍ରିକେଟର ଅଛନ୍ତି,…
ଗମ୍ଭୀରଙ୍କୁ କୋଚ୍ ପଦରୁ ବହିଷ୍କାର କରାଯିବା ଉଚିତ କି ? ସ୍ପଷ୍ଟ ଜବାବ ଦେଲେ ସୌରଭ ଗାଙ୍ଗୁଲି
କୋଲକାତା,୧୯।୧୧: ଇଡେନ ଗାର୍ଡେନ୍ସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଭାରତର ପରାଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ପଦରୁ ହଟାଇବା ନେଇ ଉଠିଥିବା ପ୍ରଶ୍ନ ଉପରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ସଭାପତି ସୌରଭ…
ଇଡେନ୍ ଗାର୍ଡେନ୍ସ ପିଚ୍ ବିବାଦ: ‘ଗମ୍ଭୀରଙ୍କ ଟିମ୍ ଯେପରି ଚାହିଁଲେ, ବଡ ବୟାନ ଦେଲେ ସୌରଭ ଗାଙ୍ଗୁଲି
କୋଲକାତା,୧୬ା୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋଲକାତାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ତିନି ଦିନରୁ କମ୍ ସମୟ ମଧ୍ୟରେ ଶେଷ ହେବା ପରେ ପିଚ୍କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। କୌଣସି ଦଳ ଗୋଟିଏ ବି ଇନିଂସରେ…
ହେଡ୍ କୋଚ ହେଲେ କୋଲକାତାର ରାଜକୁମାର: ଏହି ଦଳ ଦେଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୫।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଜଗତରେ ଏକ ନୂତନ ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା ପରେ, ସେ ଏବେ କୋଚ ଭୂମିକାରେ ପାଦ ଦେଇଛନ୍ତି। ସେ ଭାରତୀୟ ଦଳର…
ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ?
ମୁମ୍ବାଇ/କୋଲକାତା: ଭାରତୀୟ କ୍ରିକେଟର ଦୁଇ ଦିଗ୍ଗଜ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର ଏବଂ ସୌରଭଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲୀ ଉଭୟେ ନିଜ ନିଜ କ୍ଷେତ୍ରରେ…

