ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍ ମୁମ୍ବାଇ,୪।୩: ଏକ ଇନିଂସ ଓ ୭୦ ରନ୍ରେ ହରାଇବା ସହି ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ। ଏହା ସହ ଦଳ ୪୮ ଥର ପାଇଁ ରଣଜୀ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସରେ ୨୩୨ ରନ୍...