ଆମେରିକା ମାଟିରେ ପୁଣି ‘ଭୋଟ୍ ଚୋରି’ ପ୍ରସଙ୍ଗ ଉଠାଇଲେ ରାହୁଲ, ବର୍ଷିଲା ଭାଜପା
ନୂଆଦିଲ୍ଲୀ/ଶିକାଗୋ,୨୦।୧୧(ପି.ଟି.): ଆମେରିକାର ଶିିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ ବୋଲି କହିବା ସହ ନିର୍ବାଚନ ବର୍ଜନ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର ପ୍ରଫେସର ରବର୍ଟ…

