ଇସ୍ରାଏଲ ପାଇଁ ସମସ୍ୟା ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ ତାହା ଏଥିରୁ ପ୍ରତିଫଳିତ ହେଉଛି। ଯୁଦ୍ଧ ପ୍ରାରମ୍ଭରୁ ତାଙ୍କ ଲକ୍ଷ୍ୟଗୁଡ଼ିକ ସମ୍ପର୍କରେ ସେ…