ପାର୍କିଂ କାର୍ ଉପରେ ମାଡ଼ିଗଲା ପିକ୍ଅପ୍ ସହ ଟ୍ରକ୍, ଆଉ ତା’ ପରେ…
ଛତ୍ରପୁର,୨୧ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଶନିବାର ଏକ ଅଜବ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ପାର୍କିଂରେ ଥିବା ଏକ କାର୍ ଉପରେ ଟିପିଏସଓଡିଏଲ୍ର ସଚେତନତା ପିକଅପ ଓ ଏକ ଟ୍ରକ ଚଢ଼ିଯିବା ଫଳରେ…

