Tag Archives: PAKISTAN

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍ ଅଫ୍…

‘ମୋଦିଙ୍କ ପାଖକୁ ଆମେରିକାରୁ ଆସିଥିଲା ଫୋନ, କୁହାଯାଇଥିଲା ପାକିସ୍ତାନ କରିବାକୁ ଯାଉଛି ବଡ଼ ଆକ୍ରମଣ…’, ଗୁମର ଖୋଲିଲେ ଜୟଶଙ୍କର

ନୂଆଦିଲ୍ଲୀ,୧।୭: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏକ ଆର୍ଥିକ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣର ଲକ୍ଷ୍ୟ କଶ୍ମୀରରେ ପର୍ଯ୍ୟଟନକୁ କ୍ଷତି ପହଞ୍ଚାଇବା। ଜୟଶଙ୍କର ସ୍ପଷ୍ଟ ଭାବରେ…

ପାକିସ୍ତାନ-ଚାଇନାର ହୋସ୍‌ ଉଡାଇବେ ମୋଦି ସରକାର, ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଲାନ

ନୂଆଦିଲ୍ଲୀ/ଇସଲାମାବାଦ,୧।୭: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ, ଭାରତ ପୁଣି ଥରେ ଆକ୍ସନ ମୋଡରେ ଅଛି। ହଁ, ମୋଦି ସରକାର ଏହାର ଶତ୍ରୁମାନଙ୍କ ଉପରେ ସିଧାସଳଖ ନଜର ରଖିବା ଏବଂ ସେମାନଙ୍କ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରିବା ପାଇଁ…

କଶ୍ମୀରକୁ ନେଇ ପୁଣି ଥରେ ବିଷ ଓଗାଳିଲାଣି ପାକିସ୍ତାନ, ମୁନିର କହିଲେ ଆକ୍ରମଣ ହେଲେ ଆମେ ବି…

ଇସଲାମାବାଦ,୧।୭: ପାକିସ୍ତାନ ପ୍ରାୟତଃ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଭାରତ ଏହାର ପ୍ରତିଶୋଧ ଅପରେଶନ ସିନ୍ଦୂର ମାଧ୍ୟମରେ ନେଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର ଏହା…

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ…

ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…

ଅନ୍ୟକୁ ଧମକାଉଥିବା ବ୍ୟକ୍ତି ଆଜି ନିଜ ମୃତ୍ୟୁକୁ ଭୟ କରୁଛନ୍ତି, ପାକିସ୍ତାନ ଛାଡି ପଳାଇଲେ ମାସୁଦ ଆଝାର, ଜାଣନ୍ତୁ ଏହାର କାରଣ

ଇସଲାମାବାଦ,୩୦।୬: ‘ଶହୀଦ’ ନାମରେ ଲୋକଙ୍କୁ ମରିବାକୁ ପଠାଉଥିବା ସେହି ମାସୁଦ ଆଝାର ଆଜି ମୃତ୍ୟୁ ଭୟରେ ପଳାୟନ କରୁଛନ୍ତି। ଜୈଶ-ଏ-ମହମ୍ମଦ କମାଣ୍ଡର ଯିଏ ଥରେ ପାକିସ୍ତାନରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ, ଆଜି ତାଙ୍କ ଭାଇ ମୌଲାନା ତଲହା ଆସିଫଙ୍କ…

ପୁଣି ପାକିସ୍ତାନକୁ ପାନେ ଦେବ ଭାରତ: ପଡ଼ୋଶୀ ଦେଶର ଚାଲ୍‌କୁ ବିଫଳ କରିବାବୁ ସମସ୍ତ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୩୦।୬: ଭାରତ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଭାପତି ପଦ ପାଇବାକୁ ଯାଉଛି ଏବଂ ଏହା ସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଭୂମିକା ଏବଂ ପ୍ରଭାବକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି।…

ସୁଧୁରିବ ନାହିଁ ପାକିସ୍ତାନ! ପୁଣି ଗଢିଲା ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଶିବିର

ଇସଲାମାବାଦ,୨୮।୬: ଭାରତର ଅପରେଶନ ସିନ୍ଦୂର ସମୟରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଏବଂ ତାଲିମ ଶିବିରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି। ଏହି ପୁନଃନିର୍ମାଣ ପ୍ରକ୍ରିୟାରେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା, ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏବଂ ସରକାରୀ…

ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର; ସୀମା ଆରପଟୁ ଆରମ୍ଭ କଲା…

ଇସଲାମାବାଦ,୨୭।୬: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି…

ଭାରତ ଆଗରେ ଫସିଗଲା ପାକିସ୍ତାନ: ସବୁ ଯୋଜନା ଫେଲ୍‌

ନୂଆଦିଲ୍ଲୀ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଥିଲେ। ଏହି ସମୟରେ ସେ ଚାଇନା ମାଟିରୁ…

ସତ ମାନିଲା ପାକିସ୍ତାନ, ଅପରେଶନ ସିନ୍ଦୂର ସମୟରେ ପରଦା ପଛରେ ପାକିସ୍ତାନକୁ ସାହାଯ୍ୟ କରୁଥିଲା ଚାଇନା!

ଇସଲାମାବାଦ,୨୬।୬: ଅପରେଶନ ସିନ୍ଦୂର ଅଧୀନରେ, ଭାରତ ଆତଙ୍କବାଦୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ହୋଇଥିବା ପାକିସ୍ତାନ ଉପରେ ଏପରି ଆଘାତ ଦେଇଛି ଯେ ଏହାକୁ ସେ ଶତାବ୍ଦୀ ଧରି ଭୁଲି ପାରିବ ନାହିଁ। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?