Tag Archives: Operation Sindoor

ଭାରତ-ପାକିସ୍ତାନ ମଧ୍ୟରେ କାହିଁକି ଘୋଷଣା କରାଯାଇଥିଲା ଅସ୍ତ୍ରବିରତି? ସଂସଦରେ ସାଂଘାତିକ ସତ କହିଦେଲେ ସରକାର!

ନୂଆଦିଲ୍‌ଲୀ,୨୫।୭:ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ଆରମ୍ଭରୁ ହଙ୍ଗାମା ଜାରି ରହିଛି ଏବଂ ବିରୋଧୀଙ୍କ ବିରୋଧ ଏବଂ ସ୍ଲୋଗାନ ଯୋଗୁଁ ଏହାକୁ ପ୍ରତ୍ୟେକ ଥର ସ୍ଥଗିତ ରଖିବାକୁ ପଡ଼ିଛି। ତେବେ ଆଜି ସରକାର ଅପରେଶନ ସିନ୍ଦୂର ସମ୍ପର୍କରେ ଏକ…

ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନକୁ ଖୋଲାଖୋଲି ବେଇଜ୍ଜତ କଲା ଚାଇନା, ମିତ୍ର ଏବେ ପାଲଟିଲେ ପରମ ଶତ୍ରୁ!

ବେଜିଂ,୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଚାରି ଦିନିଆ ସାମରିକ ସଂଘର୍ଷ, ‘ଅପରେଶନ ସିନ୍ଦୂର’ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏହି ଅପରେଶନରେ ପାକିସ୍ତାନକୁ ଚାଇନାଠାରୁ ସାହାଯ୍ୟ ମିଳିଛି। ବିଶେଷ କଥା ହେଉଛି ଯେ ଚାଇନା ନିଜେ…

ଅପରେଶନ ସିନ୍ଦୁର: ପାକିସ୍ତାନକୁ ଗୁପ୍ତ ସହାୟତା ଦେଇ ଭାରତକୁ ଅସହାୟ କରିଦେଇଥିଲା ଚାଇନା, ବ୍ୟଥା ପ୍ରକାଶ କରୁଛନ୍ତି ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ,୮।୭: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୭ରୁ ୧୦ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ‘ଅପରେଶନ ସିନ୍ଦୂର’କୁ ଦୁଇ ମାସ ପୂରିଯାଇଥିଲେ ମଧ୍ୟ ଭାରତୀୟ ସାମରିକ ଅଧିକାରୀଙ୍କ ମନର ବ୍ୟଥା ବାରମ୍ବାର ବୟାନ ଆକାରରେ ଆସୁଛି।…

ଚାଇନାକୁ ଜୋରଦାର୍‌ ଝଟ୍‌କା ଦେଲା ପାକିସ୍ତାନ: ଏହି କାମ କରିବାକୁ ସିଧା ସିଧା କରିଦେଲା ମନା

ଇସଲାମାବାଦ୍‌,୭।୭: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଚାଇନାର ଉନ୍ନତ J-35A ଷ୍ଟେଲ୍ଥ ଲଢ଼ୁଆ ବିମାନ କିଣିବା ରିପୋର୍ଟକୁ ଖାରଜ କରିଛନ୍ତି। ଏକ ସାକ୍ଷାତକାରରେ, ସେ ଏହି ରିପୋର୍ଟଗୁଡ଼ିକୁ ଗଣମାଧ୍ୟମର କଳ୍ପନାଜଳ୍ପନା ବୋଲି ବର୍ଣ୍ଣନା କରିଛନ୍ତି, ଯାହା କେବଳ ଚୀନର ପ୍ରତିରକ୍ଷା…

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍ ଅଫ୍…

ପୁଣି ପାକିସ୍ତାନକୁ ପାନେ ଦେବ ଭାରତ: ପଡ଼ୋଶୀ ଦେଶର ଚାଲ୍‌କୁ ବିଫଳ କରିବାବୁ ସମସ୍ତ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୩୦।୬: ଭାରତ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଭାପତି ପଦ ପାଇବାକୁ ଯାଉଛି ଏବଂ ଏହା ସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଭୂମିକା ଏବଂ ପ୍ରଭାବକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି।…

ସୁଧୁରିବ ନାହିଁ ପାକିସ୍ତାନ! ପୁଣି ଗଢିଲା ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଶିବିର

ଇସଲାମାବାଦ,୨୮।୬: ଭାରତର ଅପରେଶନ ସିନ୍ଦୂର ସମୟରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଏବଂ ତାଲିମ ଶିବିରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି। ଏହି ପୁନଃନିର୍ମାଣ ପ୍ରକ୍ରିୟାରେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା, ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏବଂ ସରକାରୀ…

ନୂଆ ର ମୁଖ୍ୟ ହେଲେ ଆଇପିଏସ ପରାଗ ଜୈନ, ଅପରେଶନ ସିନ୍ଦୂରରେ ନେଇଥିଲେ ମୁଖ୍ୟ ଭୂମିକା

ନୂଆଦିଲ୍ଲୀ,୨୮।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ବିମାନ ଗବେଷଣା କେନ୍ଦ୍ର (ARC)ର ମୁଖ୍ୟ ପରାଗ ଜୈନଙ୍କୁ ନୂତନ R&AW ମୁଖ୍ୟ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପରାଗ ଜୈନ ହେଉଛନ୍ତି…

ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ

ଓ୍ବାଶିଂଟନ୍‌,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର ଅନେକ…

ଅପରେଶନ ସିନ୍ଦୂରକୁ ପୂରଣ ହେଲା ଏକ ମାସ, ଏହାକୁ ନେଇ ବଡ଼ କଥା କହିଲେ ରାଜନାଥ

ନୂଆଦିଲ୍ଲୀ,୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ ଏହା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏକ ଲେଖାରେ ଲେଖିଛନ୍ତି ଯେ…

ମେ ୬ ରାତି କଥା ମନେ ପକାଇଲେ ମୋଦି: କହିଲେ, ସେଦିନ ଥିଲା ଐତିହାସିକ ଦିନ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍‌ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍‌ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍‌ ଭାବରେ ବିବେଚନା କରାଯାଏ। ଏହି…

Operation Sindoorର ୫ ମିନିଟ୍‌ ପରେ ପାକିସ୍ତାନକୁ ଫୋନ୍‌ କରିଥିଲା ଭାରତ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?