Tag Archives: odisha

ଭୂମିହୀନ ବୋଲି ମିଳିଥିବା ଜାଗା ଜବରଦଖଲ ଅଧୀନରେ, ଏବେ ଘର ନିର୍ମାଣକୁ ନେଇ ଦ୍ୱନ୍ଦ୍ୱରେ ଅନ୍ତୋଦୟ ହିତାଧିକାରୀ

ଖଜୁରୀପଡ଼ା,୧୨।୧୧(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତର ଚାରିପଡା ଗ୍ରାମରେ ରହୁଥିବା ଭୂମିହୀନ ବିଧବା ମହିଳା ଗୋଲାପ ରଣାକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ତୋଦ୍ୟାୟ ଗୃହ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବା ପାଇଁ ସମିତି ପକ୍ଷରୁ କାର୍ଯ୍ୟାଦେଶ…

ଫସିଗଲେ କେଶବ: ରାସ୍ତାକଡ଼ରେ ପ୍ଲାଷ୍ଟିକ୍‌ ଜାରକିନ ଧରି ବସି ବିକୁଥିଲେ…

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ପୁଟଖାଲ ଗ୍ରାମର କେଶବ ମଲ୍ଲିକଙ୍କଠାରୁ ୧୮ ଲିଟର ଦେଶୀମଦ ଜବତ କରାଯାଇଛି। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ.୧୪୩/୨୫-୨୬ ଅନୁଯାୟୀ…

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ…

ଜଙ୍ଗଲରେ ଝୁଲୁଛି ଅଜଣା ଯୁବତୀଙ୍କ ମୃତଦେହ, ପହଞ୍ଚିଲା ବାଲିଗୁଡ଼ା ପୋଲିସ

ବାଲିଗୁଡା, ୧୨।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତଦେହ ଜବତ କରିଛି ବାଲିଗୁଡ଼ା ପୋଲିସ l ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି…

ଅଳିଆ ବୁହା ଗାଡିର ଶୁଭାରମ୍ଭ କଲେ ସରପଞ୍ଚ, ମଲାଡ଼ ପଞ୍ଚାୟତରେ ଏହା ପ୍ରଥମ

ଗଞ୍ଜାମ,୧୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର ନିଆରା ପଞ୍ଚାୟତ ମଲାଡ଼ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ପ୍ରଥମଥର ପାଇଁ ଅଳିଆ ବୁହା ଗାଡିର ଶୁଭାରମ୍ଭ କରିଛନ୍ତି ସରପଞ୍ଚ ମମତା ବେହେରା । ଶୁଭାରମ୍ଭ ବେଳେ ସମିତି ସଭ୍ୟା ପ୍ରତିନିଧି ଟିଟୁ ମହାପାତ୍ର,…

ଏଇ ଭାରତରେ

ଯୋଜନା ସଫଳ ହେବା ପାଇଁ ସାମଗ୍ରିକ ଉଦ୍ୟମ ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ତ୍ରିପୁରାର ଦାସପରା ଗାଁ। ତ୍ରିପୁରାର ବାୟୋ ଭିଲେଜ ୨.୦ ଯୋଜନାକୁ ଆଧାର କରି ଏହି ଗାଁ ଭାରତର ପ୍ରଥମ ବାୟୋ ଭିଲେଜ ବା ଜୈବ ଗଁାର ପରିଚୟ…

କାଗଜ ବାଘ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ ଏହାର ଧ୍ୱଂସାବଶେଷ ଉପରେ ଜାତିସଂଘ ଏକ ସ୍ବପ୍ନ ନେଇ ସ୍ଥାପିତ ହୋଇଥିଲା। ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା। କିନ୍ତୁ ଶାନ୍ତି ବଦଳରେ ବିଶ୍ୱରେ ଦିନକୁ ଦିନ ଅଶାନ୍ତିର ବାତାବରଣ ଏବଂ ଶୀତଳ…

ଜଙ୍ଗଲ ସମ୍ପଦରେ ନବମ

ବୈଶ୍ୱିକ ପରିବେଶଜନିତ ସମସ୍ୟାରାଜିର ଗାମ୍ଭିର୍ଯ୍ୟ ଦୃଷ୍ଟିରୁ ସମ୍ପ୍ରତି ଯେତେବେଳେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ପ୍ରସାରଣ ବିଶ୍ୱ ସମ୍ପ୍ରଦାୟର ଈପ୍ସିତ ଲକ୍ଷ୍ୟ ପାଲଟିଛି, ସେତେବେଳେ ଆମ ରାଷ୍ଟ୍ର ନିମନ୍ତେ ଏକ ଯଥାର୍ଥ ଖୁସିର ଖବର ଉପଲବ୍ଧ ହୋଇଛି…

ମୁସଲମାନଙ୍କୁ ଆହ୍ବାନ

ଭାରତର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲା ନିକଟରେ ୧୦ ନଭେମ୍ବରରେ ହୋଇଥିବା କାର୍‌ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ସରକାରୀ ସୂତ୍ର ଅନୁଯାୟୀ ୧୩ରେ ପହଞ୍ଚିଛି। ଘଟଣା ଘଟିଥିବା ସନ୍ଧ୍ୟାରେ ପ୍ରଥମେ ବିଭିନ୍ନ ଖବର ସରବରାହ ସଂସ୍ଥା ମୃତ୍ୟୁ ସଂଖ୍ୟା ୮ରୁ ୧୩କୁ…

ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ରାସ୍ତା, ବଡ଼ ବଡ଼ ଖାଲ, ଅଳିଆ ଆବର୍ଜନା ଯୋଗୁ…

ଗଞ୍ଜାମ, ୧୨।୧୧ (ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତରେ ରାସ୍ତା ମରାମତିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରପଡ଼ା ବଜାର ସାହିରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରୁ ଶନି ମନ୍ଦିର ପର୍ଯ୍ୟନ୍ତ ଏହି…

ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ, କଂଗ୍ରେସ ବଟନ ଟିପିଲେ ଭାଜପାକୁ ଯାଉଛି: ସାଂଘାତିକ ଅଭିଯୋଗ କଲା କଂଗ୍ରେସ

ଭୁବନେଶର,୧୨।୧୧: ନୂଆପଡ଼ାର ଉପନିର୍ବାଚନରେ ଭୋଟ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏହି ଅବସରରେ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଖବରଦାତାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ୨୬…

ଓପନ୍‌ ନ୍ୟାସନାଲ ତାଇକୋଣ୍ଡ ଚାମ୍ପିୟାନଶିପ: ୨୪ ସ୍ବର୍ଣ୍ଣ ସହ ୪୦ ପଦକ ଜିତିଲେ ଭଞ୍ଜନଗର ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଇକୋଣ୍ଡ ଏକାଡେମୀର ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ ପଦକ ବିଜୟୀ ହେଉଛନ୍ତି। ଯାହାକି ଭଞ୍ଜନଗର ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କ ପାଇଁ ଖୁସି ଖବର। ଏହିଭଳି ପରିସ୍ଥିତିରେ ଗତ ୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri