ମେଣ୍ଟ ଚର୍ଚ୍ଚା: ବିଳମ୍ବ କରୁଛି ପ୍ରାର୍ଥୀ ଘୋଷଣା, ବ୍ୟସ୍ତ ହୋଇପଡ଼ିଲେଣି କର୍ମୀ
ଭୁବନେଶ୍ୱର, ୧୪।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍ଦାର କରିଛନ୍ତି। ହେଲେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ବର୍ତ୍ତମାନ ସବୁ ପ୍ରକାର ରାଜନୈତିକ…
ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?
ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଠାରେ ଲବି ଚଳାଇଛନ୍ତି। ଯଦି ବିଜେଡିି ଓ ଭାଜପା…
ପାଟକୁରା ଉପରେ ଭାଜପାର ନଜର,ଆଶାୟୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ତେଜେଶ୍ୱର
ଡେରାବିଶ, ୧୪ା୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଗୁରୁତ୍ୱପୂର୍ଣ୍ଣ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ଏବେ ଗାଁରେ ନିଜ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀକୁ…
ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା
ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ ଥିଲେ।…
ଅଲିଭ୍ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା
ଭୁବନେଶ୍ୱର,୧୩।୩: ଅଲିଭ୍ ରିଡଲେଙ୍କ ପ୍ରଜନନ ଚାଲିଥିବା ସମୟରେ ଭିଡ଼ କମ୍ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇବା ପାଇଁ ଅଲିଭ୍ ରିଡଲେ ଅଣ୍ଡା ଦାନ କରୁଥିବା ବିଭିନ୍ନ ମୁହାଣରେ କଟକଣା ଲଗାଇଛନ୍ତି ଓଡ଼ିଶା ସରକାର। ଏହି କଟକଣା ଅଣ୍ଡାରୁ ନବଜାତ…
ଫଟୋ କପି ଦୋକାନରୁ ଛିଡ଼ା କଲେ ୧୦୦୦ କୋଟିର କମ୍ପାନୀ, ବେଶ ଅଦ୍ଭୁତ ବିଶାଲ ମେଗାମାର୍ଟ ପ୍ରତିଷ୍ଠାତାଙ୍କ ଏହି କାହାଣୀ…
ନୂଆଦିଲ୍ଲୀ,୧୩।୩: ବିଶାଲ ମେଗା ମାର୍ଟ ଏକ ହାଇପର୍ମାର୍କେଟ ଷ୍ଟୋର୍ ଚେନ୍। ସାରା ଦେଶରେ ଏହାର ୫୫୦ରୁ ଅଧିକ ଷ୍ଟୋର ରହିଛି। ରାମ ଚନ୍ଦ୍ର ଅଗ୍ରଓ୍ବାଲ ହେଉଛନ୍ତି ବିଶାଲର ପ୍ରତିଷ୍ଠାତା। ପିଲାଦିନରୁ ସେ ପୋଲିଓ ଆକ୍ରାନ୍ତ। ହେଲେ ନିଜର ପରିଶ୍ରମ ଏବଂ ଦୃଢ଼…
ସନ୍ତୋଷ ଉପାଧ୍ୟାୟ ହେଲେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର,୧୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସେ…
ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ
କଟକ,୧୨।୩(ଶିଳ୍ପା ପ୍ରିୟଦର୍ଶିନୀ)- ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଏସ୍ସିବି ମେଡିିକାଲ ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବାବେଳେ ରକ୍ତହୀନତା, ମୂତ୍ର ସଂକ୍ରମଣ ଲକ୍ଷଣ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ ମେଡିକାଲରେ…
ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…
ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ…
ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ
ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ…
Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍ ଓ ସିବିଜେଡ୍, ସଂସ୍କୃତ, ହିନ୍ଦୀ,…
ଏଥର ବି ଓଡ଼ିଶାରୁ କେହି ନାହାନ୍ତି
ଭୁବନେଶ୍ୱର,୧୨।୩: କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ଏହି ତାଲିକାରେ…
Archives


