ଭାରତ ଛାଡିବା ପୂର୍ବରୁ ଆୟକର ମଞ୍ଜୁରୀ ବାଧ୍ୟତାମୂଳକ ? ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ,୨୮ା୭: ବିଦେଶରେ ରହି ଚାକିରି ବା ବ୍ୟବସାୟ କରୁଥିବା ବ୍ୟକ୍ତିମାନେ(ଏନଆରଆଇ) ଆୟକର ନ ଦେଲେ ଭାରତ ଛାଡ଼ିପାରିବେ ନାହିଁ ବୋଲି ଖବର ଆଲୋଡ଼ନ ସୃଷ୍ଟି କରିବା ପରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ସେଣ୍ଟ୍ରାଲ ବୋର୍ଡ ଅଫ୍...