ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ; ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଲେ ୯୫ ବର୍ଷୀା ବୃଦ୍ଧା, ବଖାଣିଲେ ଲୋମଟାଙ୍କୁରା ଘଟଣା ପାଟନା,୪।୬: ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ହସ୍ପିଟାଲ କୋଠାର ପଞ୍ଚମ ମହଲାରେ ଥିବା ଆଇସିୟୁରୁ ଏହି ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଠାରେ…