ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…
ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କ ଭାଗ୍ୟରେ କେତେବେଳେ ନିଖୋଜ ତ ଆଉ କେତେବେଳେ ମୃତଦେହ ହୋଇ…
ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…
ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ସୋହେଲାର ଖବିଲା କୋଶଲେ(୨୬)। ବରଗଡ଼ ସଦର ଥାନା ପୋଲିସ…
ପଥରଖଣିରେ ଡ୍ରିଲିଂ ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ
ଢେଙ୍କାନାଳ,୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲାପ୍ରସାଦ ଥାନା କାସିପୁର ଲହଡ଼ାସ୍ଥିତ ଏକ ପଥର ଖଣିରୁ ରବିବାର ସକାଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣକ ହେଲେ ପାଣ୍ଡୁ ତିରିଆ (୨୦)। ତାଙ୍କ ଘର ନିକଟସ୍ଥ…
ଡ୍ରେନ୍ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ
କଟକ,୯ା୧୨ (କାର୍ତ୍ତିକ ସାହୁ): କଟକ ବିଡ଼ାନାସୀ ନାୟକସାହିରେ ରବିବାର ଡ୍ରେନ୍ ନିର୍ମାଣବେଳେ ଅଘଟଣ ଘଟିଛି। ଡ୍ରେନ୍ ପାର୍ଶ୍ୱରେ ଥିବା ଏକ ପୁରୁଣା ପାଚେରି ଭୁଶୁଡ଼ି ପଡିବାରୁ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଟ୍ଟାପୋଲ ଅଞ୍ଚଳର ଏସ୍.…

