Tag Archives: Koraput

୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ

ଜୟପୁର,୨୬।୧(ଡି.ଏନ.ଏ): କୋରାପୁଟ ଜିଲାର ଜୟପୁରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଯେଉଁ ଦେଶ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସମ୍ମାନ ଦେଇଛି ସେହି ଦେଶ…

ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ

କୋରାପୁଟ, ୨୦।୧(ସ୍ବ.ପ୍ର): କୋରାପୁଟ ଜିଲା ସେମିଳିଗୁଡା ପୋଲିସ ଦ୍ୱାରା ସୋମବାର ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏବେ ସୁଦ୍ଧା ଗଞ୍ଜେଇର ପରିମାଣ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ, ସ୍ବାମୀ ମୃତ

ପଟାଙ୍ଗୀ, ୨।୧(ଡି.ଏନ.ଏ.): ସୁନାବେଡା ଥାନା ଅନ୍ତର୍ଗତ ଡିପି କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସୁଧାକର ବିଶ୍ୱାଳ ନିଜ ଘରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ। ଏହି…

ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ଜୟପୁର,୧୮।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍‌ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ(୨୫)। ଏଥିସହ ତାଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ

କୋରାପୁଟ,୧୫।୧୦(ସ୍ବ.ପ୍ର): କୋରାପୁଟ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ା କିନ୍ତୁ ଏପରି ଘୋଷଣା କେବଳ ଲୋକଙ୍କୁ ଭୁଅଁା ବୁଲାଇବା ପାଇଁ କରାଯାଇଛି ବୋଲି…

ମଦ ବନ୍ଦ ପାଇଁ ମହିଳାଙ୍କ ସଙ୍କଳ୍ପ:ଥାନା, ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

କୁନ୍ଦୁରା,୧୨ା୧୦(ଡି.ଏନ୍‌.ଏ.)କୋରାପୁଟ ଜିଲା କୁନ୍ଦୁରା ଅଧୀନସ୍ଥ ନବଗଠିତ ପଖନାଗୁଡ଼ା ପଞ୍ଚାୟତର ତ୍ରିନାଥ ମନ୍ଦିରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଦେଶୀ ମଦ ତିଆରି ଏବଂ ବିକ୍ରି ବନ୍ଦ କରିବା ପାଇଁ ଶନିବାର ଶପଥ ନେଇଛନ୍ତି। ଦୀର୍ଘ ୩୦/୪୦ ବର୍ଷ ହେଲାଣି ଏଠାରେ ଅବାଧ…

ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର, ୧୭।୯(ଡି.ଏନ.ଏ):କୋରାପୁଟ ଜିଲା ଜୟପୁର ସହରର ଗୋପବନ୍ଧୁ ଶିଶୁ ଭବନଠାରେ ଜଣେ ୧୪ ବର୍ଷିଆ ଅନ୍ତେବାସୀ ଦଶମ ଶ୍ରେଣୀର ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ…

ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଅମ୍ପାବାଲି…

ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍‌ଓ

ଜୟପୁର,୨୫ା୮(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍‌ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ ହୋଇଥିଲା। ଡିଏସ୍‌ଓ ଜିଲା ସଂପାଦକ ଭାଗ୍ୟରବି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି…

No Ambulance Available

Irate locals demonstrated and gheraoed the local hospital at Kundura block Koraput district after there was no ambulance available to carry the dead body of Sunday of Daitari Pujari, 46,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?