Tag Archives: Koraput

କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍‌

କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ...

ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ, ଅଙ୍ଗନୱାଡି ଛୁଟି ଘୋଷଣା କଲେ ଜିଲାପାଳ

କୋରାପୁଟ,୨୯ା୮: ଶୁକ୍ରବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ୍ ଏବଂ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି କୋରାପୁଟ ଜିଲାପାଳ ଭି. କର୍ତ୍ତୀଭାସନ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ପାଇଁ କୋରାପୁଟ,...

ଯେଣ୍ଡା ପାହାଡ଼ରୁ ମାର୍ବଲ ଖୋଳିବା ନିମନ୍ତେ ସରିଲା ଜନ ଶୁଣାଣି, ଜିଲା ପ୍ରଶାସନକୁ ରୋକ ଠୋକ୍ ଶୁଣାଇଲେ ଗ୍ରାମବାସୀ…

ପଟ୍ଟାଙ୍ଗି,୧୬।୮(ଶରତ ଧଳ): ନିଜେ ନିଜର ଜୀବନ ଜୀବିକା ନିର୍ବାହ କରି ବଞ୍ଚୁଥିବା ଏବଂ ନିର୍ଭର କରୁଥିବା ପାହାଡ଼କୁ ଇଛା ନଥାଇ ମଧ୍ୟ କମ୍ପାନୀ ହାତକୁ ଟେକି ଦେବା ପରି ଦୃଶ୍ୟ ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି। କୋରାପୁଟ ଜିଲା...

୧୧ ଜଣ ପୋଲିସ୍‌ଙ୍କୁ ନିଲମ଼୍ବନ ଆଦେଶ ଦେଲେ ଏସ୍‌ପି, ଗଞ୍ଜେଇ ମାଫିଆଙ୍କ ସହ…

କୋରାପୁଟ, ୧୪।୦୮(ଅନୀତା ବେହେରା): କୋରାପୁଟ ପୋଲିସ୍‌ ଅଧିକ୍ଷକଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ୍‌ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍‌ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା...

ବକ୍ସାଇଟ ଖଣି ପରିଦର୍ଶନ ପୁର୍ବରୁ ଜିଲା ପ୍ରଶାସନ, ନାଲକୋ’କୁ ବିରୋଧ କଲେ ଗ୍ରାମବାସୀ, ନିରାଶ ହୋଇ ଫେରିଲେ କେନ୍ଦ୍ରମନ୍ତ୍ରୀ

ପଟ୍ଟାଙ୍ଗି, ୧୦ା୮: (ଶରତ ଧଳ)ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ବିଶାଖାପାଟଣାର ବିମାନ ବନ୍ଦରରୁ...

ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ

କୋରାପୁଟ, ୨୮।୭,(ଅମିତାଭ ବେହେରା): ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ ଉଦ୍ଧାର। ଡକରିଘାଟି ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଏବେ ମଧ୍ୟ ଝିଅ ନିଖୋଜ ରହିଥିଲା ବେଳ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।...

ଝଞ୍ଜାବତୀ ନଦୀରେ ଭାସିଗଲେ ୮ ମାସର ଗର୍ଭବତୀ ମହିଳା, ୬ ବର୍ଷର ଝିଅ

କୋରାପୁଟ,୨୭ା୭(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର ଭାସିଯାଇଛନ୍ତି। ତାଙ୍କର ଅଗଷ୍ଟ ୧୮ରେ ପ୍ରସବ ଥିଲା। ମା’ ଗୃହରୁ ସେ...

ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ଟେକିନେଲେ

କୋରାପୁଟ,୧୩।୭: କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ଗାଁର ଜଣେ ମିଲ ମାଲିକଙ୍କୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ. ରମେଶ ପାତ୍ର। ରମେଶ ପେରାହାଣ୍ଡି ଏସ୍‌ଏଲ୍‌ଭିଏନ୍‌ ମୋଡେନ ରାଇସ ମିଲର ମାଲିକ। ଶୁକ୍ରବାର ସନ୍ଧ୍ୟାରୁ...

ସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୫ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଜିଲାରେ ବସ୍‌...

ପ୍ରାର୍ଥୀଙ୍କ ପ୍ରଚାର ଶେଷ: ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ନିର୍ବାଚନ ନେଇ ସମସ୍ତ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟପକ୍ଷେ ନିର୍ବାଚନ ନେଇ ଜିଲାର ରହିଥିବା ମୋଟ୍‌...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ ଆସି ନିଜ ଘରୁ ମତଦାନ କରିପାରିବେ। ଏହି ପରିପ୍ରେକ୍ଷୀରେ ଜିଲାର ୪ଟି ସଂସଦୀୟ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri