Tag Archives: jio

JIOର ବଡ଼ ଧମାକା, ୪୯ ଟଙ୍କାରେ ମିଳୁଛି ଅନ୍‌ଲିମିଟେଡ୍‌ ଡାଟା

ନୂଆଦିଲ୍ଲୀ,୮।୧: ରିଲାଏନ୍ସ ଜିଓର ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ, ଯାହାଦ୍ୱାରା ଆପଣଙ୍କୁ ଏକାଧିକ ଲାଭ ମିଳିବ। ୪୯ ଟଙ୍କିଆ ଏହି ପ୍ଲାନ୍‌ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ଆଦିକୁ ଟକ୍କର ମଧ୍ୟ ଦେଉଛି। ୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ କମ୍ପାନୀ…

ନୂଆବର୍ଷରେ ଟେଲିକମ୍ କମ୍ପାନୀ ଦେବେ ଉପହାର, ୨୦୦ ଟଙ୍କାର ପ୍ୟାକ୍ ମିଳିବ ୧୦୦ ଟଙ୍କାରେ!

ନୂଆଦିଲ୍ଲୀ, ୨ା୧: ଆପଣ କେବେ ଚିନ୍ତା କରିଛନ୍ତି କି ଟେଲିକମ୍ କମ୍ପାନୀଗୁଡିକ ଆପଣଙ୍କୁ କେବଳ ଡାଟା ପ୍ୟାକ କାହିଁକି ବିକ୍ରି କରନ୍ତି? ଟେଲିକମ ରେଗୁଲଟରି ଅଥରିଟି ଅଫ ଇଣ୍ଡିଆ(TRAI) ଏୟାରଟେଲ, ଜିଓ, ​​ଭୋଡାଫୋନ୍-ଆଇଡିଆକୁ ସମାନ ପ୍ରଶ୍ନ ପଚାରିଛି। TRAI ପ୍ରଶ୍ନ କରିଛି…

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ କରି ଭାରତ ପ୍ରଶାସନିକ ସ୍ତରରେ ସ୍ପେକ୍ଟ୍ରମ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଟେଲିକମ୍…

BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ…

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ୍‌ ଯୋଜନା କରୁଛି । ନିକଟରେ ପ୍ରାଇଭେଟ୍‌ କାମ୍ପାନୀଗୁଡ଼ିକ ରିଚାର୍ଜ ପ୍ଲାନ୍‌ରେ ୬୦୦…

ଜିଓ ଆଣିଲା ଖୁସି ଖବର, ମାତ୍ର ଏତିକି ରିଚାର୍ଜରେ ୯୮ ଦିନ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୨୦ା୭: ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ ଯୋଜନା କରୁଛି । ବର୍ତ୍ତମାନ ଜିଓ ଏହାର ୪୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ…

୨୦୦ରୁ କମ୍‌ ଟଙ୍କାର ରିଚାର୍ଜରେ ମିଳିବ ୭୦ ଦିନର ଅନ୍‌ଲିମିଟେଡ୍‌ କଲ୍‌

ମୁମ଼୍ବାଇ, ୧୯।୭: ସରକାରୀ ଟେଲିକମ୍‌ ଏଜେନ୍ସି ବିଏସ୍‌ଏନ୍‌ଏଲ୍‌ ଏହାର ଶସ୍ତା ରିଚାର୍ଜ ପ୍ଲାନରେ କୋଟି କୋଟି ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ଼୍ବସ୍ତି ଦେଇଛି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ବିଏସ୍‌ଏନ୍‌ଏଲ୍‌ ଏହାର ରିଚାର୍ଜ ତାଲିକାରେ ଉଭୟ ସର୍ଟ ଟର୍ମ ଏବଂ…

୨୬,୪୭୮ କୋଟି ଟଙ୍କା ଆୟ କଲା ରିଲାଏନ୍ସ ଜିଓ, ପ୍ରଥମ କ଼୍ବାର୍ଟରରେ ୧୨% ବୃଦ୍ଧି

ମୁମ଼୍ବାଇ, ୧୯।୭: ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ କ଼୍ବାର୍ଟରରେ ରିଲାଏନ୍ସ ଜିଓର ଆୟ ବୃଦ୍ଧି ପାଇଛି । ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଅଡିଟ୍‌ ପରେ କମ୍ପାନୀର ନେଟ୍‌ ଲାଭରେ ୨.୦୨ ପ୍ରତିଶତ ବୃଦ୍ଧି ହୋଇଛି । ଗତ ଆର୍ଥିକ…

ଅମ଼୍ବାନୀ ଘର ବାହାଘର: ରାସ୍ତାସାରା ଲାଗିଛି ମୋଦିଙ୍କ ପୋଷ୍ଟର

ମୁମ଼୍ବାଇ, ୧୨।୦୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ଼୍ବାନୀ ଏବଂ ନୀତା ଅମ଼୍ବାନୀଙ୍କ ସାନପୁଅ ଅନନ୍ତ ଅମ଼୍ବାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମୁମ଼୍ବାଇର ଜିଓ ୱାଲର୍‌ଡ ସେଣ୍ଟରରେ ଅନନ୍ତ, ରାଧିକା ମର୍ଚ୍ଚାଣ୍ଟଙ୍କ ସହ ସାତଫେରା…

Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ

ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା…

ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏପରିକି ଆଜିଠାରୁ କମ୍ପାନୀଗୁଡ଼ିକ ନୂଆ ଦର ଲାଗୁ କରିବା ସହ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ଗୁଡ଼ିକ…

ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,,୨୧।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ୨୦୨୪ ଏପ୍ରିଲ ମାସରେ ମଧ୍ୟ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଓଡ଼ିଶା ବଜାରରେ କମ୍ପାନୀ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?