Tag Archives: Ishan Kishan

ଈଶାନ କିଷାନଙ୍କ ବଦଳରେ ଏହି ଦଳରେ ଓଡ଼ିଆ ଖେଳାଳି ଆଶୀର୍ବାଦ ସ୍ୱାଇଁଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର,୧୭ା୮: ଓଡ଼ିଶାର ଉଇକେଟ୍‌କିପର-ବ୍ୟାଟ୍‌ସମ୍ୟାନ୍‌ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲିପ ଟ୍ରଫି ୨୦୨୫-୨୬ରେ ଇଷ୍ଟ ଜୋନ୍‌ ଦଳରେ ଚୟନ କରାଯାଇଛି। ଇଷାନ କିଶନଙ୍କ ସ୍ଥାନରେ ତାଙ୍କୁ ଏହି ସୁଯୋଗ ମିଳିଛି। ସେ ସନ୍ଦୀପ ପଟ୍ଟନାୟକଙ୍କ ସହ ଦଳରେ ଯୋଗ ଦେଇଛନ୍ତି, ଅନ୍ୟପଟେ ସ୍ୱସ୍ତିକ ସାମାଲଙ୍କୁ…

ଭାରତୀୟ ଦଳରେ ସୁଯୋଗ ମିଳିଲାନି, ଏବେ ନୂଆ ଟିମ୍‌ରୁ ଡେବ୍ୟୁ କଲେ ଇଶାନ କିଷନ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ଏବେ ଏକ ନୂତନ ଟିମ୍‌ରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ଲିଡ୍ସ ଟେଷ୍ଟ ମଧ୍ୟରେ ସେ ରବିବାର ୨୨ ଜୁନରେ ଏକ ଇଂଲଣ୍ଡ ଦଳ ପକ୍ଷରୁ ତାଙ୍କର ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ସେ…

ଈଶାନ କିଶାନଙ୍କ ଚମକାଇଲା ଭଳି ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ନୁହେଁ, ଏବେ ଏହି ବିଦେଶୀ ଟିମ୍‌ରୁ ଖେଳିବେ କ୍ରିକେଟ…

ନୂଆଦିଲ୍ଲୀ,୨୦।୬: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନଙ୍କୁ ଏବେ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ସେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୨୩ରେ ଖେଳିଥିଲେ। ସେହି ସମୟରେ, ତାଙ୍କୁ ସମ୍ପ୍ରତି ଇଂଲଣ୍ଡ ଗସ୍ତ କରିଥିବା ଇଣ୍ଡିଆ ଏ ଦଳରେ ଚୟନ…

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ, ଅଭିଷେକ ଶର୍ମାଙ୍କଠାରୁ ଆରମ୍ଭ କରି ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ନେ ଗତ ୪ଟି ମ୍ୟାଚ୍‌ରେ ଫ୍ଲପ…

IPL 2025 Ishan Kishan: ସନରାଇଜର୍ସ ପାଇଁ ଡେବ୍ୟୁ ମ୍ୟାଚ୍‌ରେ ଇଶାନ କିଶନଙ୍କ ବିସ୍ଫୋରକ ଇନିଂସ, ହାସଲ କଲେ ଐତିହାସିକ ଶତକ

ନୂଆଦିଲ୍ଲୀ,୨୩।୩: ଭାରତୀୟ ଦଳର ଷ୍ଟାର ଉଇକେଟ କିପର ବ୍ୟାଟର ଈଶାନ କିଷାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୫ ସିଜିନ୍ ଆରମ୍ଭରୁ ଧମାଲ ମଚାଇ ଦେଇଛନ୍ତି। ଚଳିତ ବର୍ଷ ଈଶାନ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ପାଇଁ ଡେଭ୍ୟୁ କରିଥିଲେ ଏବଂ ନିଜର ପ୍ରଥମ ମ୍ୟାଚରେ…

IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମୁକାବିଲା ହେଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ…

ଗୋଟିଏ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଲେ ଇଶାନ କିଷାନ, ଦ୍ବନ୍ଦରେ ପଡିଲା BCCI

ହାଇଦ୍ରାବାଦ, ୧୬।୩: ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୱିକେଟ୍‌ କିପର-ବ୍ୟାଟ୍‌ମ୍ୟାନ୍‌ ଇଶାନ କିଷାନ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ପାଇଁ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେଉଛନ୍ତି। ଶନିବାର ଆନ୍ତଃ-ସ୍କ୍ୱାଡ୍ ମ୍ୟାଚ୍‌ ସିମୁଲେସନ୍‌ରେ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ…

ଭାରତୀୟ ଟିମ୍‌କୁ ପୁଣି ଫେରିବେ କି ଇଶାନ୍‌ କିଶନ୍‌? ଘରୋଇ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ରୁ ବର୍ତ୍ତମାନ ପାଇଁ ବାଦ୍‌ ପଡ଼ିଥିବା ୱିକେଟ୍‌ କିପର ଇଶାନ୍‌ କିଶନ୍‌ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍‌ ଦ଼୍ବାୟିତ଼୍ବରେ ଥିବା ଇଶାନ୍‌ ୱିକେଟ୍‌…

ବିସିସିଆଇ କଣ୍ଟ୍ରାକ୍ଟ ହରାଇବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଇଶାନ

ନୂଆଦିଲ୍ଲୀ,୧୨।୪: ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୁ ପରାଜୟ କରିଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଭଲ ଫର୍ମରେ ଏହି ମ୍ୟାଚରେ ଦେଖା ଯାଉଥିଲେ। ଇଶାନ…

ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ

ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ…

ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ

ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର। ଦୁହେଁ ଗତବର୍ଷ ଦିନିକିଆ ବିଶ୍ୱକପ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ…

ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା

ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍‌ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?