Tag Archives: India

ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା: କିପରି ରହିବ ଅହମଦାବାଦର ପାଣିପାଗ, ବଡ଼ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ

ଅହମଦାବାଦ,୧୮।୧୧: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ବିଶ୍ୱର ଦୁଇ ମହାନ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ…

ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ

ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ…

‘୨୦୦୩ ଭଳି ଏଥର ମଧ୍ୟ ବିଶ୍ୱକପ୍‌ ଜିତିବ ଅଷ୍ଟ୍ରେଲିଆ’

ନୂଆଦିଲ୍ଲୀ,୧୭।୧୧: ଏବେ ବିଶ୍ୱକପ୍‌ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେମେ। ଉଭୟ ଟିମ୍‌ ଶେଷଥର ଲାଗି ୨୦୦୩ରେ ଫାଇନାଲ ଖେଳିଥିଲେ। ଏଥିରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଥିଲା। ଏଣୁ ଭାରତୀୟ…

ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ…

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୁଏଟ୍‌କୁ ହରାଇଲା ଭାରତ

କୁଏଟ,୧୬ା୧୧ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। କୁଏଟର ଅଲ ଅହମଦ ଜାବେର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଭାରତ ୧-୦ ଗୋଲରେ ଜିତି ନେଇଛି। ଭାରତ ପକ୍ଷରୁ…

ବିଶ୍ୱର ମୁଦ୍ରାସ୍ପିତି ସମ୍ଭଳିଛି ଭାରତ, ଧନ୍ୟବାଦକୁ ଅପେକ୍ଷା: ଏସ୍. ଜୟଶଙ୍କର

ନୂଆଦିଲ୍ଲୀ, ୧୬।୧୧: ଭାରତ ଏହାର ତୈଳ ଏବଂ ଗ୍ୟାସ ବଜାର ନୀତିକୁ କୋହଳ କରିଛି। ଯାହା ଫଳରେ ବିଶ୍ୱର ସମସ୍ୟା ସମୟରେ ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିଛି। ଗୁରୁବାର ଇଂଲଣ୍ଡର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଫୁଟବଲ ଲିଜେଣ୍ଡ ଡେଭିଡ ବେକହାମ୍

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ବିଶ୍ୱର ବଡ ଫୁଟବଲ ଖେଳାଳିଙ୍କୁ ମଧ୍ୟ ଆକର୍ଷିତ କଲାଣି। ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଡେଭିଡ ବେକହାମ୍ ୧୫ ତାରିଖରେ ମୁମ୍ବାଇର ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବାକୁ…

ମ୍ୟାଚ୍‌ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍‌ କଲେ ଟିମ୍‌ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…

ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ…

ନେଦରଲାଣ୍ଡ୍ସ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ: ରୋହିତ-ଗିଲ ଆଉଟ୍‌

ବେଙ୍ଗାଲୁରୁ,୧୨।୧୧: ବିଶ୍ୱକପ୍‌ ୨୦୨୩ର ନେଦରଲାଣ୍ଡ୍ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଉଭୟ ଟିମ୍‌ ବିନା ପରିବର୍ତ୍ତନ ସହ ଓହ୍ଲାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଟିମ୍‌ ଦୁଇ ଉଇକେଟ ହରାଇ…

ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ ପାଲେଷ୍ଟାଇନ…

ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ

ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର…

ଖୁସି ଖବର: ବିନା ଭିଜାରେ ଯାଇହେବ ଥାଇଲ୍ୟାଣ୍ଡ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ/ବ୍ୟାଙ୍କକ୍‌,୩୧।୧୦: ଭାରତରୁ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଥାଇଲ୍ୟାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?