ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଗର୍ଜିଲେ ରୋହିତ-ରିଙ୍କୁ ସିଂ, ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩
ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ଖରାପ ଆରମ୍ଭ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ…
ସବୁକିଛି ମୋ ନିୟନ୍ତ୍ରଣରେ ନାହିଁ… ଟି-୨୦ରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ଆୟର
ନୂଆଦିଲ୍ଲୀ,୧୬।୧୨: ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବର୍ତ୍ତମାନ ଟି-୨୦ ଦଳର ଅଂଶ ନାହଁାନ୍ତି। କୁହାଯାଉଛି ଯେ, ଆୟର ୨୦୨୪ ଟି-୨୦ ବିଶ୍ୱକପରେ ଖେଳୁଥିବା ଦେଖାଯିବ ନାହିଁ। ସେ ବର୍ତ୍ତମାନ ଇଂଲଣ୍ଡ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ରଣଜୀ…
ବିବାଦ ମଧ୍ୟରେ ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ
ନୂଆଦିଲ୍ଲୀ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ…
ଏକ ଇଣ୍ଡିଆରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଅନେକ ମତ…
ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଦେଶର ରାଜନୀତିର ମୂଳ ସ୍ଥାନ ପାଲଟିଛି। ଦେଶର ସବୁଠୁ ବଡ ଭାବପ୍ରବଣ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନୀରବତା ମଧ୍ୟ ଶୀର୍ଷରେ ରହିଛି। ରାମ ମନ୍ଦିର ଉଦଘାଟନୀ କାର୍ଯ୍ୟକ୍ରମ…
ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ…
ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼…
ମାଳଦ୍ୱୀପକୁ ବଡ଼ ଝଟକା: ୧୦,୫୦୦ ହୋଟେଲ ବୁକିଂ-୫,୫୨୦ ଫ୍ଲାଇଟ ଟିକେଟ ବାତିଲ କଲେ ଭାରତୀୟ…
ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋ ପରେ ମାଳଦ୍ୱୀପ ଉପରେ ଦେଇଥିବା ବିବୃତ୍ତିରୁ ଆରମ୍ଭ ହୋଇଥିବା ବିବାଦ ସମାପ୍ତ ହେବାର ନା ଧରୁନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ଅନେକ…
ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍, ଏନେଇ ଲୋକେ ଅଜଣା…
ନୂଆଦିଲ୍ଲୀ,୯।୧ : ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଏହି ସ୍ବାସ୍ଥ୍ୟ ସମସ୍ୟା ନେଇ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି, କିନ୍ତୁ ଭାରତରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ
ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ
ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର…
ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ‘ଇଣ୍ଡିଆ’କୁ ଝଟକା
ମୁମ୍ବାଇ,୨୯।୧୨: ଲୋକ ସଭା ନିର୍ବାଚନ ୨୦୨୪ରେ ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚର ମୁକାବିଲା ପାଇଁ ଗଠିତ ୨୮ଟି ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ହୋଇନାହିଁ। ଏହାପୂର୍ବରୁ ମଧ୍ୟ ଆଞ୍ଚଳିକ ଦଳମାନେ ସେମାନଙ୍କର ଦାବି…
ପୁଣି ଚାଇନାରେ ଅଣାୟତ କରୋନା ସ୍ଥିତି: ଶ୍ମଶାନ ଘାଟରେ ଲମ୍ବା ଲାଇନ୍
ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା କାମ…
ଭାରତ ନିୟନ୍ତ୍ରଣରେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ
ମୁମ୍ବାଇ,୨୩ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟକୁ ନିୟନ୍ତ୍ରଣରେ ରଖିଛି ଭାରତ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୩୩ ରନ୍ କରିବା ସହିତ ୪୬ ରନ୍ରେ ଆଗୁଆ ରହିଛି। ଆଉ ଗୋଟିଏ ଦିନ ବାକି…

