Tag Archives: India

୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ

ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା…

ଭାରତର ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚକାଙ୍କ ତାଲିକାରେ ସୁଧାର

ନୂଆଦିଲ୍ଲୀ,୨୨ା୫: ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ୟ୍ୟଟନ ବିକାଶ ସୁଚକାଙ୍କ ୨୦୨୪ ରେ ଭାରତର ମାନ୍ୟତା ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକଳାପ ପୂର୍ବ-ମହାମାରୀ ସ୍ତରକୁ ଫେରିଛି ବୋଲି ବାର୍ଷିକ ରିପୋର୍ଟ ମଙ୍ଗଳବାର ପ୍ରକାଶ…

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି।…

ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିରୁ ଭାରତ, ଇରାନ ଏବଂ ଅନେକ ଦେଶ ଉପକୃତ ହେବେ। ତେବେ ଅନେକ…

ଟି -୨୦ ବିଶ୍ୱକପ: ଆଇପିଏଲ୍ ପ୍ରଦର୍ଶନ ଦେଖି ବୋକା ବନିପାରେ ଟିମ୍ ଇଣ୍ଡିଆ, ଏହା ଚିନ୍ତାର କାରଣ

ନୂଆଦିଲ୍ଲୀ, ୯।୫: ଆଇପିଏଲ୍ ର ଚଳିତ ସିଜିନ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଲିଗ୍ ପର୍ୟ୍ୟାୟ ଶେଷ ହେବାକୁ ଯାଉଛି ଏବଂ ଏହା ସହିତ ଆମେ ଚାରିଟି ଦଳ ବିଷୟରେ ମଧ୍ୟ ଜାଣିବା, ଯେଉଁମାନେ ଚଳିତ ବର୍ଷର ଆଇପିଏଲ୍ ପ୍ଲେ…

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ଦେଶରେ ଘରୋଇ କମ୍ପାନୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି…

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ରୋଗକୁ ଯଦି ଆଗୁଆ ଚିହ୍ନଟ କରାଯାଇ ଉପଯୁକ୍ତ…

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ ଭାରତ ଦିନିକିଆ ଏବଂ ଟି୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହି କ୍ରମରେ,…

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍ କିପର କେଏଲ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର…

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତି ନେଇଛି। ଯାହା କେବଳ ଲାହୋରରେ ଖେଳାଯିବ, ଯେତେବେଳେକି କରାଚି ଏବଂ ରାୱଲପିଣ୍ଡିରେ ବାକି…

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୨୧ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ଏହାର ସାଂସ୍କୃତିକ ଭାବମୂର୍ତ୍ତି ମଧ୍ୟ ଭାରତ ସତ୍ୟ ଏବଂ ଅହିଂସା ମନ୍ତ୍ର ଉପସ୍ଥାପନ କରୁଛି। ପ୍ରଭୁ ମହାବୀରଙ୍କ ୨୫୫୦ ତମ ନିର୍ବାଣ ମହୋତ୍ସବ ଅବସରରେ…

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌ ଖେଳି ନିଜ ଜୀବନ ହାରିଛନ୍ତି। ଏହା ପଛରେ କାରଣ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?