Tag Archives: India

ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ପାର କରିବା ସମ୍ଭାବନା

ନୂଆଦିଲ୍ଲୀ,୧୪।୪: ପଶ୍ଚିମ ଏସିଆରେ ପୁଣି ବିବାଦ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଇରାନ-ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଫଳରେ ଏହି ଅଂଚଳରେ ପ୍ରତ୍ୟେକ୍ଷ ଯୁଦ୍ଧ ସ୍ଥିତି ଉପୁଜିଛି। ତେବେ ଏହି ଯୁଦ୍ଧ ସ୍ଥିତିର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡିପାରେ।…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଜେରୁଜେଲମ୍‌,୧୪ା୪: ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଆହୁରି ମଧ୍ୟ କହିଛି ଯେ,…

ଦେଶ ପାଇଁ ୟୁସିସି ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାଜପାର ପ୍ରତିଶ୍ରୁତି ପତ୍ର ବା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଏଥିରେ ଅନେକ ପ୍ରକାରର ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ଇରାନ କବ୍‌ଜାରେ ଇସ୍ରାଏଲ ଜାହାଜ: ଏଥିରେ ଅଛନ୍ତି ୧୭ ଭାରତୀୟ, ବଢୁଛି ଚିନ୍ତା

ଜେରୁଜେଲମ୍‌,୧୩ା୪: ଶନିବାର ଇରାନର ସମୁଦ୍ର ତଟରକ୍ଷୀ ହର୍ମୁଜ୍‌ ଷ୍ଟ୍ରେଟ୍‌ରେ ଇସ୍ରାଏଲ ସହ ଜଡ଼ିତ ଏକ ମାଲ୍‌ ପରିବହନ ଜାହାଜ ଜବତ କରିଛନ୍ତି। ଏହି ଜାହାଜରେ ୧୭ ଜଣ ଭାରତୀୟ ମଧ୍ୟ ଅଛନ୍ତି, ଯାହା ପରେ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ…

ଶେଷରେ ଭାରତ ଭରସାରେ ମାଳଦ୍ଵୀପ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିବ ‘ରୋଡ ଶୋ’

ନୂଆଦିଲ୍ଲୀ,୧୨।୪: ଭାରତ ସହ ସମ୍ପର୍କକୁ ତିକ୍ତ କରି ମାଳଦ୍ଵୀପ ନିଜ ପାଦରେ ନିଜେ କୁରାଢ଼ୀ ମାରିଛି। ମାଳଦ୍ଵୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଏହା ମାଳଦ୍ଵୀପର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ମାଳଦ୍ଵୀପର ଏକ ବଡ…

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତଠାରୁ ବହୁ ପଛରେ ଆମେରିକା

ନୂଆଦିଲ୍ଲୀ,୧୧।୪: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ନୂତନ ଉଚ୍ଚତାରେ ଛୁଇଁବାରେ ଲାଗିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍…

ଜାଣନ୍ତି କି ଇଭିଏମ୍‌ରେ ଦେଉଥିବା ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ

ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍‌ରେ ଭୋଟ୍‌ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ଇଭିଏମ୍‌ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହି ଇଭିଏମ୍‌ରେ ଦୁଇଟି ୟୁନିଟ୍‌ ରହିଥାଏ।…

ମୋଦିଙ୍କୁ ଭାରତର ଚେହେରା କହିଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦ା୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି। ଆମେରିକାର ଏମ୍‌ପି ବ୍ରାଡ୍‌ ଶେର୍‌ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶେର୍‌ମାନ ମୋଦିଙ୍କୁ ୨୦୧୪ରୁ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ଅର୍ଥନୈତିକ ଅଗ୍ରଗତି ପାଇଁ ପ୍ରଶଂସା କରିଛନ୍ତି।…

କିଏ ସେହି ନୀରଜ ତ୍ରିପାଠୀ, ଯାହାଙ୍କୁ ଭାଜପା କରିଛି ଲୋକ ସଭା ପ୍ରାର୍ଥୀ, ପିତା ଥିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୦ା୪: ପ୍ରୟାଗରାଜର ଆହ୍ଲାବାଦ ସଂସଦୀୟ ଆସନରେ ଭାଜପା ନୀରଜ ତ୍ରିପାଠୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆହ୍ଲାବାଦ ସଂସଦୀୟ ଆସନରୁ ଭାଜପା ନୀରଜୀଙ୍କୁ ସ୍ଥାନ ଦେଇଛି। ଟିକେଟ୍‌ ଘୋଷଣା ହେବା ମାତ୍ରେ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ନୀରଜଙ୍କୁ ସିଭିଲ…

ଖୁବଶୀଘ୍ର ଭାରତୀୟ ଟିମ୍କୁ ଫେରୁଛନ୍ତି ଋଷଭ ପନ୍ତ, ବିଶ୍ୱକପ ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଚୟନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସେମାନଙ୍କ ପ୍ରଦର୍ଶନ ଉପରେ…

ପାକ୍ ସହ ମିଳିତ ବିବୃତ୍ତିରେ କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମର୍ଥନ କଲା ସାଉଦି ଆରବ

ନୂଆଦିଲ୍ଲୀ,୮ା୪: ଜମ୍ମୁ-କଶ୍ମୀର ମାମଲାରେ ଭାରତ ସମର୍ଥନରେ ମତ ଦେଇଛି ସାଉଦୀ ଆରବ। ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ମତ ଦେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସାଉଦି ଶାସକ…

ରାଜନାଥଙ୍କ କଥାରେ ବିଳିବିଳଉଛି ପାକିସ୍ତାନ, କହିଲା ଏମିତି…

ନୂଆଦିଲ୍ଲୀ/ଇସଲାମାବାଦ,୬ା୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆତଙ୍କବାଦୀମାନେ ଭାରତରେ ଶାନ୍ତି ଭଙ୍ଗ ଏବଂ ପଡ଼ୋଶୀ ଦେଶକୁ ପଳାୟନ ପାଇଁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ। ଶୁକ୍ରବାର ରାଜନାଥ ସିଂ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?