SA vs Ind 1st T20I: ବର୍ଷା ପାଇଁ ଅଟକିଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବିଳମ୍ବରେ ହେବ ଟସ୍
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମେ ମ୍ୟାଚ୍ ରବିବାର ଡର୍ବାନରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଯାଇଛି, ଯେଉଁଥିପାଇଁ ମ୍ୟାଚ୍…
୧୧ରେ ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ
ନୂଆଦିଲ୍ଲୀ,୯ା୧୨: ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି। ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍। ଏହି ଗ୍ରୁପ୍ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ଗୁରୁତର ସହ…
ମହିଳା ଟି୨୦ କ୍ରିକେଟ: ଇଂଲଣ୍ଡଠାରୁ ୩୮ ରନରେ ହାରିଲା ଭାରତ
ମୁମ୍ବାଇ, ୬।୧୨: ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ପ୍ରଥମ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡଠାରୁ ୩୮ ରନରେ ହାରି ଯାଇଛି। ଇଂଲଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୯୭ ରନ କରିଥିବାବେଳେ ଭାରତ…
ଭାରତ ବିଶ୍ୱକପ ହାରିଲା କାରଣ ମ୍ୟାଚ୍ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ଥିଲା: ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା। ବୁଧବାର ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। “ଲିଗ ପର୍ଯ୍ୟାୟରେ ଆମେ ସମସ୍ତ…
ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା!
ନୂଆଦିଲ୍ଲୀ,୨୨।୧୧: ଭାରତର ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ନପାରନ୍ତି। ଏହା ସହିତ ସୀମିତ ଓଭରରେ ନିଜର ଭବିଷ୍ୟତକୁ ନେଇ ମଧ୍ୟ ରୋହିତ ବିସିସିଆଇ ସହିତ ବିଶ୍ୱକପ ପୂର୍ବରୁ ସେ ଆଲୋଚନା କରିଥିବା…
ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ
ନୂଆଦିଲ୍ଲୀ,୨୧।୧୧: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ…
ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ
ମୁମ୍ବାଇ,୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଭିଭିଏସ୍ ଲକ୍ଷ୍ମଣଙ୍କୁ କୋଚ୍ ରଖା ଯାଇଥିବା ବେଳେ ମୁଖ୍ୟ…
Video: ଦିଲ୍ଲୀରେ ‘ଗଲି କ୍ରିକେଟ୍’ ଖେଳିଲେ ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ, ଦେଖିଲେ UPI କରିସ୍ମା
ନୂଆଦିଲ୍ଲୀ,୨୦।୧୧: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ସୋମବାର ଦିଲ୍ଲୀର ଯୁବ କ୍ରିକେଟରଙ୍କ ସହ ଆଲୋଚନା କରି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ କଂପ୍ଲେକ୍ସରେ ‘ଗଲି କ୍ରିକେଟ୍’ ଖେଳିଛନ୍ତି। ଏହି ସମୟରେ ଅଷ୍ଟ୍ରେଲୀୟ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ…
ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା: କିପରି ରହିବ ଅହମଦାବାଦର ପାଣିପାଗ, ବଡ଼ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ
ଅହମଦାବାଦ,୧୮।୧୧: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ବିଶ୍ୱର ଦୁଇ ମହାନ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ…
ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ
ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ…
‘୨୦୦୩ ଭଳି ଏଥର ମଧ୍ୟ ବିଶ୍ୱକପ୍ ଜିତିବ ଅଷ୍ଟ୍ରେଲିଆ’
ନୂଆଦିଲ୍ଲୀ,୧୭।୧୧: ଏବେ ବିଶ୍ୱକପ୍ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେମେ। ଉଭୟ ଟିମ୍ ଶେଷଥର ଲାଗି ୨୦୦୩ରେ ଫାଇନାଲ ଖେଳିଥିଲେ। ଏଥିରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଥିଲା। ଏଣୁ ଭାରତୀୟ…
ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ…
Archives


