Tag Archives: India

ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ବଡ଼ ଦାବି, ବର୍ଷକୁ ଦରକାର ୮୦ ଲକ୍ଷ ଚାକିରି

ନୂଆଦିଲ୍ଲୀ, ୨୨।୦୭: ଭାରତରେ ପ୍ରତିବର୍ଷ ୮୦ ଲକ୍ଷ ଚାକିରି ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏମିତି ଏକ ବଡ଼ ଦାବି କରିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନାଗେଶ଼୍ବରନ୍‌ । ଏଥିସହିତ ସେ କହିଛନ୍ତି ଯେ ଅଭିବୃଦ୍ଧି ହାର ଆକଳନ…

ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲମେଟ୍‌ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ…

ଡ୍ରାଗନ୍‌ର ବଡ଼ ଚାଲ୍‌…ଭାରତକୁ ‘ଟୁ ଆଣ୍ଡ ହାଫ୍‌ ଫ୍ରଣ୍ଟ ଓ୍ବାର୍‌’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା

ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା…

ଚତୁର୍ଥ ଟି୨୦ରେ ଜିମ୍ବାୱେକୁ ହରାଇ ସିରିଜ କବଜା କଲା ଭାରତ

ମୁମ୍ବାଇ,୧୩।୭: ଶନିବାର ହରାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାକୁ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଛି ଭାରତୀୟ ଟିମ୍। ଏଥି ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୧ ର ଅଗ୍ରଣୀ ହାସଲ କରିଛି ଭାରତ। ଟସ୍ ଜିତି ଭାରତୀୟ…

ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ…

ତୃତୀୟ ଟି୨୦ ଜିତିଲା ଭାରତ: ୨-୧ରେ ସିରିଜ ଆଗୁଆ

ହରାରେ, ୧୦।୭: ହରାରେ ସ୍ପୋଟର୍‌ସ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ ୪…

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହରାରେ ସ୍ପୋଟର୍‌ସ କ୍ଲବରେ ଖେଳା ଯାଇଥିବା ବେଳେ ଭାରତ ୧୩ ରନ୍‌ରେ ହାରି…

ରୋହିତ-କୋହଲି ଏକାଠି ଗାଇଲେ ‘ମା ତୁଝେ ସଲାମ …’, ଶୁଣି ଲୋମ ଟାଙ୍କୁରି ଉଠିବ

ମୁମ୍ବାଇ,୫।୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ଭାରତୀୟ ଦଳର ବିଜୟ ପରେଡ୍‌ ହୋଇଥିଲା। ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଳିମାନେ ଡିଜେ ତାଳରେ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହି ସମସ୍ତ ମୁହୂର୍ତ୍ତଗୁଡିକ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା।…

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବରରେ ଏହି ତ୍ରିରାଷ୍ଟ୍ରୀୟ ରଖା ଯାଇଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ…

କୋହଲି, ଅକ୍ଷର ସମ୍ମାନ ରଖିଲେ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୧୭୭

ବାର୍ବାଡୋସ, ୨୯।୬: ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲରେ ନିଜର ଦମ୍‌ ଦେଖାଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଫଳ ମୁକାବିଲା କରି ସେ ହାସଲ କରିଛନ୍ତି ଅର୍ଦ୍ଧଶତକ। ବିରାଟ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ ଶନିବାର…

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?