Tag Archives: India Pakistan

‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ କ୍ଷତି ହୋଇଥିଲା। ଏହି କାର୍ଯ୍ୟ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ ଆତଙ୍କବାଦ…

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ କଶ୍ମୀରର…

ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି…

Operation Sindoor: ଆଜି ରାତିରେ ପାଲଟା ଆକ୍ରମଣ କରିବ ପାକ୍‌! ଭୟଙ୍କର ପ୍ଲାନ ଲିକ୍‌…

ଇସଲାମବାଦ/ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ଼ ପରେ ପାକିସ୍ତାନ ତା’ର ଏୟାରସ୍ପେସ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କୁହାଯାଉଛି ପାକିସ୍ତାନ…

ଏୟାରଷ୍ଟ୍ରାଇକ୍‌ ପରେ ଇସ୍ରାଏଲର ବଡ଼ ଘୋଷଣା, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜାମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ସାମରିକ କାର୍ଯ୍ୟକୁ “ଅପରେସନ ସିନ୍ଦୁର” ନାମ ଦିଆଯାଇଛି। ଏପ୍ରିଲ ୨୨ରେ…

India-Pakistan War: ରାତି ପାହିଲେ… ପାକିସ୍ତାନରେ ହାଇ ଆଲର୍ଟ, ହେଡକ୍ୱାର୍ଟର ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ମେ ୭ ତାରିଖରେ ୨୪୪ଟି ଜିଲାରେ ଏକ ବୃହତ ଯୁଦ୍ଧ ପ୍ରସ୍ତୁତି (ମକ ଡ୍ରିଲ) ଆୟୋଜନ କରିବାକୁ ଯାଉଛି, ଯାହା ପାକିସ୍ତାନରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଯୁଦ୍ଧ ପ୍ରସ୍ତୁତି ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ…

India Pakistan War: ଯୁଦ୍ଧ ନେଇ ଆସିଲା ବଡ଼ ଖବର: କାଲି ସୀମାରେ ହାଇଆଲର୍ଟ, ମୁହାଁମୁହିଁ ହେବେ…

ନୂଆଦିଲ୍ଲୀ,୬।୫: ଭାରତୀୟ ବାୟୁସେନା ଆସନ୍ତକାଲି ପାକିସ୍ତାନ ସହ ମୁହାଁମୁହଁ ହେବାକୁ ଯାଉଛି। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ ଉପରେ…

India Pakistan War: ଆସିଗଲା ସମୟ! ଏବେ ଆଟାକ୍‌ ପାଇଁ ଓଡ଼ିଶାର ଗାଁ ଗାଁରେ ବାଜିବ ସାଇରନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର, ୬।୫: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା…

ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା 

ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନୀ ସେନାର ପୂର୍ବତନ ମେଜର ଆଦିଲ ରାଜା…

India Pakistan: ଆଉ ହେବନି ଯୁଦ୍ଧ! କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ, ୪।୫: ଜମ୍ମୁ ଓ କଶ୍ମୀରର ପାହାଲଗାମରେ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନାଗରିକ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ,…

ପାକିସ୍ତାନକୁ ଆଟାକ୍‌ କରିବାକୁ ପ୍ରସ୍ତୁତ ହେଉଛି ଭାରତ, ଓଡ଼ିଶା କର୍ମଚାରୀଙ୍କ ଛୁଟି ବାତିଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ ମିଳିଛି।…

ପାକିସ୍ତାନରୁ ଭାରତକୁ ଆସୁଥିଲା, ଧରି ପକାଇଲା ସେନା, ଦେଶରେ ଚହଳ

ନୂଆଦିଲ୍ଲୀ,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ସ୍ଥିତି ଏମିତି ହୋଇଛଇ କି ଭାରତ ଉପରେ ପାକିସ୍ତାନ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି। ଏଥିସହ ବର୍ଷସାରା ପାକ୍‌କୁ ପାଣି ଯୋଗାଉଥିବା ସିନ୍ଧୁ ନଦୀର ପାଣି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?