Tag Archives: India Pakistan

ମଝି ଆକାଶରେ ୨୦୦ଲୋକଙ୍କୁ ମାରିଦେଇଥାନ୍ତା ପାକିସ୍ତାନ, ଏବେ ଭାରତ ଦେବ କଡ଼ା ଜବାବ!

ନୂଆଦିଲ୍ଲୀ,୨୩।୫: ମେ ୨୧ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ଭୟଙ୍କର ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା। ପାଇଲଟ ଲାହୋର ATC ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। କିନ୍ତୁ, ପାକିସ୍ତାନ ଇଣ୍ଡିଗୋ…

ପଦାରେ ପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ: ଝଡ଼ତୋଫାନରେ ଫସିଥିବା ଭାରତୀୟ ବିମାନକୁ ଦେଲାନି ଆକାଶ ମାର୍ଗ

ନୂଆଦିଲ୍ଲୀ,୨୩।୫: ପୁଣି ପଦାରେ ପଡିଛି ପାକିସ୍ତାନର ହୀନ ଚକ୍ରାନ୍ତ। ତୃଣମୂଳ କଂଗ୍ରେସ ଏମ୍‌ପିଙ୍କ ସମେତ ୨୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନଟି ଆକାଶରେ ଝଡ଼ତୋଫୋନର ସାମ୍ନା କରିଥିଲା। ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡ଼ିଥିଲା।…

ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି, ମୋଦି ଖେଳିଲେ ବଡ଼ ଗେମ୍‌!

ଢାକା,୨୨।୫: ପାକିସ୍ତାନର ଜେନେରାଲ ଜିଆ ଉଲ ହକ ହୁଅନ୍ତୁ କିମ୍ବା ଅସୀମ ମୁନିର, ସମସ୍ତଙ୍କର ସ୍ବପ୍ନ ସମାନ। ପ୍ରଥମେ ସେନା ଉପରେ ହାତମୁଠା ମଜବୁତ କର ଏବଂ ତା’ପରେ ସରକାରକୁ ଭାଙ୍ଗି ଦିଅ। ଶେଖ ହାସିନାଙ୍କ ପତନ ପରେ ବାଂଲାଦେଶରେ କ୍ଷମତାକୁ…

ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…

IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ…

ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ସୀମାରେ ଚାଲିଥିବା ଯୁଦ୍ଧବିରତିକୁ ଆସନ୍ତା ମେ ୧୮ରେ ସରୁଛି । କୁହାଯାଉଛି ଯେ, ଉଭୟ ଦେଶର ସାମରିକ ଅଧିକାରୀମାନେ ଏହି ଯୁଦ୍ଧବିରତିର ସୂକ୍ଷ୍ମ ବିବରଣୀ ଓ ଭବିଷ୍ୟତ ପଦକ୍ଷେପ ନେଇ ଶୀଘ୍ର ପୁନର୍ବାର ଆଲୋଚନା…

ପାକିସ୍ତାନ ପରେ ତୁର୍କୀରେ ପାଣି ପାଇଁ ହାହାକାର, ଆଗକୁ…

ଇସ୍ତାନବୁଲ,୧୬।୫: ପାକିସ୍ତାନ ପରେ ତୁର୍କୀକୁ ଲାଗିବ ଶକ୍ତ ଝଟ୍‌କା। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପାକ୍‌ର ପରିସ୍ଥିତି ଆହୁରି ଖରାପ ହେବରେ ଲାଗିଛି। ଏପରି ପରିସ୍ଥିତିରେ, ଯେଉଁ ତୁର୍କୀ ସବୁବେଳେ ପାକିସ୍ତାନର ’ମିତ୍ର’ ହୋଇ ସମର୍ଥନ କରୁଥିଲା, ସେହି…

ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଲେ ଚାଷୀ, ଏହି ରାଜ୍ୟରୁ ଆଉ ରପ୍ତାନୀ ହେବନି ପାନ, ଯଦି ହୁଏ ତେବେ…

ବେଙ୍ଗାଲୁରୁ,୧୬ା୫: ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ହୋଇଥିବା ଆକ୍ରମଣ ପରେ କେନ୍ଦ୍ର ସରକାର ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ଉଚିତ ଜବାବ ଦେଇଛନ୍ତି। ଭାରତ ସରକାର ପାକିସ୍ତାନ ସହିତ ଅନେକ ଚୁକ୍ତିନାମା ଏବଂ ବାଣିଜ୍ୟକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ସେହି ସମୟରେ,…

ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ ଆରମ୍ଭ…

ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି ଘଟିଥିବା ଭୂମିକମ୍ପଗୁଡ଼ିକ ପରମାଣୁ ପରୀକ୍ଷଣ ଯୋଗୁଁ ହୋଇଛି। କିନ୍ତୁ ଏହାକୁ ନେଇ ଭାରତର ଜାତୀୟ…

‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ କ୍ଷତି ହୋଇଥିଲା। ଏହି କାର୍ଯ୍ୟ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ ଆତଙ୍କବାଦ…

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ କଶ୍ମୀରର…

ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?