ପାକିସ୍ତାନରୁ ଭାରତକୁ ଆସୁଥିଲା, ଧରି ପକାଇଲା ସେନା, ଦେଶରେ ଚହଳ

ନୂଆଦିଲ୍ଲୀ,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ସ୍ଥିତି ଏମିତି ହୋଇଛଇ କି ଭାରତ ଉପରେ ପାକିସ୍ତାନ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି। ଏଥିସହ ବର୍ଷସାରା ପାକ୍‌କୁ ପାଣି ଯୋଗାଉଥିବା ସିନ୍ଧୁ ନଦୀର ପାଣି ମଧ୍ୟ ବନ୍ଦ କରିଛି। ଏଥିସହ ପାକିସ୍ତାନରୁ ଆମଦାନୀ ହେଉଥିବା ସବୁ ଜିନିଷକୁ ପୁରା ବ୍ୟାନ କରିଛି। କିନ୍ତୁ ଏହାରି ଭିତରେ ସାଂଘାତିକ ଜିନିଷର ଖୁଲାସା ହୋଇଛି।

India Pakistan: ବାଣିଜ୍ୟ ଉପରେ କଟକଣା ଥାଇ ମଧ୍ୟ, ପାକିସ୍ତାନୀ ସାମଗ୍ରୀ ଦୁବାଇ ଓ ଶ୍ରୀଲଙ୍କା ମାଧ୍ୟମରେ ଭାରତୀୟ ବଜାରରେ ପହଞ୍ଚୁଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୫୦୦ ମିଲିୟନ ଡଲାର ମୂଲ୍ୟର ପାକିସ୍ତାନୀ ସାମଗ୍ରୀ ଏହି ପରୋକ୍ଷ ପଥ ଦେଇ ଭାରତରେ ପ୍ରବେଶ କରୁଛି।

India Pakistan: ପାକିସ୍ତାନୀ ଫଳ, ଶୁଷ୍କ ଖଜୁରୀ, ଚର୍ମ ଜାତୀୟ ସାମଗ୍ରୀ ଏବଂ ବସ୍ତ୍ର ଦୁବାଇରେ ପୁନଃପ୍ୟାକେଜିଂ ଓ ରି-ଲେବଲିଂ କରାଯାଇ ଭାରତକୁ ରପ୍ତାନି ହେଉଛି। ସେହିପରି, ରାସାୟନିକ ସାମଗ୍ରୀ ସିଙ୍ଗାପୁର ଓ ଇଣ୍ଡୋନେସିଆ ମାଧ୍ୟମରେ ଭାରତରେ ପ୍ରବେଶ କରୁଛି। ଏହା ବ୍ୟତୀତ, ରକ୍‌ ଲୁଣ ଭଳି ସାମଗ୍ରୀ ମଧ୍ୟ ଏହି ରୁଟ ଦେଇ ଆସୁଛି।

India Pakistan: ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନୀ ସାମଗ୍ରୀ ଉପରେ ୨୦୦% ଆମଦାନୀ ଶୁଳ୍କ ଲଗାଇ ବାଣିଜ୍ୟକୁ ପ୍ରାୟ ବନ୍ଦ କରିଦେଇଥିଲା। ଏହାଛଡ଼ା, ୨୦୨୫ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରୁ ସମସ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ କଟକଣା ଲଗାଇଛି। ତଥାପି, ଏହି ପରୋକ୍ଷ ବାଣିଜ୍ୟ ଜାରି ରହିଛି, ଯାହା ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ଏହା ଭାରତର ଜାତୀୟ ସୁରକ୍ଷା ଓ ବାଣିଜ୍ୟ ନୀତି ଉପରେ ପ୍ରଶ୍ନ ଉଠାଉଛି। ସରକାରୀ ଅଧିକାରୀମାନେ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri