ଓଡ଼ିଶାରେ ଚାଲିଛି ଯୁଦ୍ଧାସ୍ତ୍ର ନେଇ ସିକ୍ରେଟ ପ୍ଲାନିଂ, ଯୁଦ୍ଧ ପାଇଁ ଗୋଳାବାରୁଦ ସହ ଭୟଙ୍କର ବିସ୍ପୋରକ…
ନୂଆଦିଲ୍ଲୀ/ ଭୁବନେଶ୍ୱର,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ ମିଳିଛି।…
India-Pakistan War: ଯୁଦ୍ଧବେଳେ ଫାଇଟର ଜେଟ୍ ଉଡାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସହ ଅଛି ଲିଙ୍କ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୩।୫: ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନେରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ…
ମିସାଇଲ ଛାଡିବା ପରେ, ମୋଦି କହିଦେଲେ ସାଂଘାତିକ କଥା
ନୂଆଦିଲ୍ଲୀ, ୩।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣ ନିରୀହ ଲୋକ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ…
India Action Against Pakistan: ପାକିସ୍ତାନ ଉପରେ ମୋଦି ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ: ଏବେ ସବୁ ବନ୍ଦ
ନୂଆଦିଲ୍ଲୀ,୩।୫: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି, ମୋଦି ସରକାର ପାକିସ୍ତାନରୁ ଆମଦାନୀ ଉପରେ ରୋକ ଲଗାଇଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା କିମ୍ବା…
POKରେ ହାଇ ଆଲର୍ଟ: ସ୍କାନରରେ ଓଡ଼ିଶାର ୭ଜିଲା, କିଛି ବି ହୋଇପାରେ…
ଭୁବନେଶ୍ୱର, ୨।୫: ଭାରତ-ପାକ ଯୁଦ୍ଧ ଆଶଙ୍କା ବୁଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଏହାରି ଭିତରେ ଓ ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡିଥିବା…
ଭାରତକୁ ଆମେରିକା ଦେଲା ଏମିତି ହତିଆର, ଧ୍ୱସଂ ହୋଇଯିବ ଇସଲାମବାଦ, ଚିନ୍ତାରେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ…
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପରେ ସବୁଠାରୁ ବଡ଼ ଷ୍ଟ୍ରାଇକ୍ କଲେ ମୋଦି, ପାକ୍ରେ ହଲଚଲ
ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି। ତେବେ ପହଲଗାମ ଆକ୍ରମଣକୁ ନେଇ ଭାରତରେ ଅସେନ୍ତାଷ ଜୋର ଧରିଛି। ଶେହବାଜଙ୍କ…
ଭାରତ ନା ପାକିସ୍ତାନ, କାହାପଟେ ଉତ୍ତର କୋରିଆ? ନାଁ ଜାଣିଲେ ହୋଇଯିବେ କାବା!
ପ୍ୟୋଙ୍ଗୟାଙ୍ଗ,୨।୫: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ନୀତି ଓ କୂଟନୀତି ସର୍ବଦା ବିଶ୍ୱର ଧ୍ୟାନ ଆକର୍ଷଣ କରିଥାଏ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନର ବିବାଦ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି: କିମ ଜୋଙ୍ଗ ଉନ…
ଧମକ ଦେବା ପରେ ଥରିଲେ ବିଲାୱଲ, କହିଲେ ପାକିସ୍ତାନୀଙ୍କ ଭାବନା କହୁଥିଲି…
ଲାହୋର, ୧।୫: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜାର୍ଦାରୀ ତାଙ୍କର ବିବାଦୀୟ ‘ଇଣ୍ଡସ ନଦୀରେ ଜଳ ନ ହେଲେ ରକ୍ତ ବହିବ’ ବୟାନ ଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି।…
ଯୁଦ୍ଧ ପାଇଁ ନିମନ୍ତ୍ରଣ କଲା ପାକିସ୍ତାନ ସେନା, ମୋଦିଙ୍କୁ କହିଲା, ଯୁଦ୍ଧ କେଉଁଠାରେ ଆରମ୍ଭ କରିବ ନିଷ୍ପତ୍ତି କର, ଆମେ…
ନୂଆଦିଲ୍ଲୀ/ଇସଲାମବାଦ, ୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା, ତାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ…
ହେବ କି ଭୟଙ୍କର ଯୁଦ୍ଧ? ଭାରତ ସହ ଏସବୁ ଦେଶ
ନୂଆଦିଲ୍ଲୀ/ଇସଲାମବାଦ, ୧।୫: ଏପ୍ରିଲ ୨୦୨୫ରେ ଜାମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା, ଯାହାକୁ ଭାରତ ପାକିସ୍ତାନ ସମର୍ଥିତ…
India and Pakistan war: ପାକିସ୍ତାନ ପରମାଣୁ ଆଟାକ୍ କଲେ, ଓଡ଼ିଶା ଉପରେ ପଡିବ କି ବିପଦ? ବଡ଼ ଆକଳନ…
ନୂଆଦିଲ୍ଲୀ,୩୦।୪:ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ଭାରତର କିଛି ସ୍ଥାନ ଅନ୍ୟମାନଙ୍କ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହୋଇପାରେ।…

