ଆଜି ଠୁ ଯୁଦ୍ଧ?ଭାରତୀୟ ସେନାର ବଡ଼ ଘୋଷଣା…
ନୂଆଦିଲ୍ଲୀ, ୧୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ...
କଶ୍ମୀରକୁ ନେଇ ବଡ଼ ବୟାନ ଦେଲା ତୁର୍କୀ, ଲାଗିଯିବ କି ଯୁଦ୍ଧ?
ନୂଆଦିଲ୍ଲୀ,୧୮।୫: ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଛନ୍ତି ଏବଂ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ମେ ୧୭ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଏକ ଆଲୋଚନା ସମୟରେ...
କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ...
ଅସ୍ତ୍ରବିରତି ପରେ ଅମ୍ବାନୀ-ଆଦାନୀଙ୍କ ଭାଗ୍ୟ ପରିବର୍ତ୍ତନ: ୫ ଦିନରେ ଏତିକି ବଢିଲା ସମ୍ପତ୍ତି
ନୂଆଦିଲ୍ଲୀ,୧୭।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ, ଏସିଆର ଦୁଇ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ଭାଗ୍ୟ ବଦଳିଥିବା ପରି ମନେ ହେଉଛି। ବିଶେଷ କଥା ହେଉଛି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଟଙ୍କା...
ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ
ଇସଲାମାବାଦ୍,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ ଏବଂ ମିସାଇଲ୍ ଭାରତ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ...
ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…
ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି। ଭାରତ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି ଯେ ଯଦି କୌଣସି ଆଲୋଚନା...
ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ…
ଇସଲାମବାଦ,୧୬।୫: ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନ ଭାରତଠାରୁ ପରାଜୟର ସମ୍ମୁଖୀନ ହେବା ପରେ, ପାକ୍ ଏବେ ଶାନ୍ତି ଚୁକ୍ତି ପାଇଁ ନିବେଦନ କରୁଛି। ଏହି ସମୟରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଶୁକ୍ରବାର ଇସଲାମାବାଦରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କୁ...
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଆସିଲା ସାଉଦି ଆରବ ପ୍ରଥମ ପ୍ରତିକ୍ରିୟା: କହିଦେଲା ବଡ଼ କଥା..
ଦୁବାଇ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ କିଛି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ବର୍ତ୍ତମାନ ଶାନ୍ତିର ବାତାବରଣ ରହିଛି। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଏବଂ ଏୟାରବେସକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। ଏହା...
ଯୁଦ୍ଧ ବିରତି ହେବନାହିଁ କହିଲା ପାକିସ୍ତାନ! ଏପଟୁ ଭାରତ କହିଲା…
ନୂଆଦିଲ୍ଲୀ, ୧୩।୫: ପାକିସ୍ତାନ ପୁଣି ଥରେ ନିଜର ସ୍ବର ବଦଳାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ ଭାରତ ସହ ଚାଲିଥିବା ଯୁଦ୍ଧବିରତି ଇନ୍ଦୁସ ଜଳ ଚୁକ୍ତି (ଆଇଡବ୍ଲୁଟି) ସମସ୍ୟା ସମାଧାନ ନହେଲେ ତିଷ୍ଠି ପାରିବ ନାହିଁ।...
ଶେଷରେ ଚେତିଲା ପାକିସ୍ତାନ: ପହଲଗାମ୍ ଆକ୍ରମଣ ପରେ ପ୍ରଥମଥର ଶାନ୍ତିରେ କଟିଲା ରାତି
ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଜମ୍ମୁ ଏବଂ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ଘଟଣାର ଖବର ନାହିଁ। ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ...
ହଟଲାଇନ ମେସେଜ ଦେଇ ସିଧାସଳଖ ପାକିସ୍ତାନକୁ ସତର୍କ କରାଇଲେ DGMO
ନୂଆଦିଲ୍ଲୀ,୧୨।୫: ସାମରିକ ଅଭିଯାନର ମହାନିର୍ଦ୍ଦେଶକ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ରବିବାର (୧୧ ମଇ, ୨୦୨୫) ‘ହଟଲାଇନ’ରେ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଏକ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ଗୋଟିଏ ଦିନ ପୂର୍ବରୁ ଦୁଇ...
ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!
ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା...
Archives
