କ୍ରିକେଟରେ ପୁଣି ଭାରତ-ପାକ ମହାଯୁଦ୍ଧ: ରବିବାର ମୁହାଁମୁହିଁ ହେବେ ଦୁଇ ଦେଶର ‘ଏ’ ଟିମ, ଭାରତୀୟ ଦଳରେ ବୈଭବଙ୍କ ସହ ଅଛନ୍ତି…
ନୂଆଦିଲ୍ଲୀ,୨୧।୧୧: ଏବେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ରବିବାର, ୨୨ ନଭେମ୍ବରରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ହେବ ମହାମୁକାବିଲା। ଗତ ରବିବାର (୧୪ ନଭେମ୍ବର) ଅଣ୍ଡର-୧୯ ଏସିଆ କପର ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ।…

