Tag Archives: ind vs nz

ମାଲାମାଲ୍‌ ହେଲା ଟିମ୍‌ଇଣ୍ଡିଆ: ଜାଣନ୍ତୁ କାହାକୁ କେତେ କ’ଣ ମିଳିଲା

ଦୁବାଇ,୧୦।୩: ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଇତିହାସରେ ଏହା ତୃତୀୟ ଥର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତକୁ ୨୫୨ ରନର ଟାର୍ଗେଟ ମିଳିଥିଲା, ଯାହାକୁ…

ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ,୮।୩: ଟିମ ଇଣ୍ଡିଆ ରବିବାର ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଖେଳିବ। ଏହି ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ ଦେଖିପାରିବେ। ସେମାନେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ…

IND vs NZ Final: ଚାମ୍ପିଅନ୍ସ ଟ୍ରଫିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ବିରାଟ କୋହଲି: କରିପାରନ୍ତି ଏହି ବଡ଼ ରେକର୍ଡ

ଦୁବାଇ,୮।୩: ବିରାଟ କୋହଲିଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍‌ରେ କୋହଲି କ୍ରିସ ଗେଲଙ୍କ ଗୋଟିଏ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ରବିର ଦୁବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର…

IND vs NZ Final: ଗୋଲଡେନ୍‌ ବ୍ୟାଟ-ବଲ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍‌ ବ୍ୟାଟ ଏବଂ ବଲ ଜିତିବା ରେସ୍‌ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ…

ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ଶେଷ ଯାଏ ଲଢ଼ି ବି ହାରିଗଲା…

ଲାହୋର,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲକୁ ଗଲା ନ୍ୟୁଜିଲାଣ୍ଡ। ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିଥିବା ଦ୍ୱିତୀୟ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଦଳ ଫାଇନାଲରେ ପ୍ରବେଶ କରିଛି। ଶେଷ ଯାଏ ଲଢ଼ିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଶେଷରେ ୫୦ ରନ୍‌ରେ…

ଦିନିକିଆ କ୍ରିକେଟ୍‌ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍‌ କଲେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ, କିନ୍ତୁ ଏହି ମ୍ୟାଚ୍‌ରେ ଫଳାଫଳ ସ୍ପଷ୍ଟ କରିଦେଇଛି ସେମିଫାଇନାଲରେ କେଉଁ ଦଳ କାହା…

IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା

ଦୁବାଇ,୩।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଥିଲେ। ଏହା କୋହଲିଙ୍କ ୩୦୦ତମ ଦିନିକିଆ ମ୍ୟାଚ ଥିଲା ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହାକୁ ଦେଖିବା…

Video: ଅକ୍ଷର ପଟେଲଙ୍କ ପାଦ ଛୁଇଁଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ କରିଥିଲା। ଜବାବରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ…

କୋହଲିଙ୍କୁ ନେଇ ଏମିତି କହିଦେଲେ କେଏଲ ରାହୁଲ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧।୩: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ ମ୍ୟାଚ ପୂର୍ବରୁ କେଏଲ ରାହୁଲ ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହମ୍ମଦ ଶାମି ଏବଂ ରୋହିତ ଶର୍ମାଙ୍କ ଫିଟନେସରେ କୌଣସି ସମସ୍ୟା…

ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍‌ ପୂର୍ବରୁ…

ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…

ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା ମାତ୍ରେ…

ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?