ଆରାମ ପାଇଁ ବଢୁଛି ବିଶ୍ୱର ତାପମାତ୍ରା: ସତର୍କ କରାଇ ପାଣିପାଗ ବିଭାଗ କହିଲା ସବୁବର୍ଷଠାରୁ ଏ ବର୍ଷ… ନୂଆଦିଲ୍ଲୀ, ୪ା୫: ଚଳିତ ବର୍ଷର ଗ୍ରୀଷ୍ମଋତୁ ଆରମ୍ଭ ମାତ୍ର। ହେଲେ ଏବେଠାରୁ ଦେଶର ପ୍ରାୟ ପ୍ରତ୍ୟେକ ଭାଗରେ ଯେଭଳି ଗରମ ଅନୁଭୂତ ହେଉଛି ତାହା ସବୁ ବର୍ଷର ରେକର୍ଡକୁ ଟପିଯିବା ଭଳି ମନେ ହେଉଛି। ଏପ୍ରିଲ ମଧ୍ୟଭାଗ ସୁଦ୍ଧା ମଧ୍ୟପ୍ରଦେଶ, ମହାରାଷ୍ଟ୍ର,…