ଲଗାଣ ବର୍ଷାରେ ପାଟଣା ଅଞ୍ଚଳ ବେହାଲ: ପୋଲ ଉପରେ ବର୍ଷାଜଳ, ଗମନାଗମନ ବ୍ୟାହତ
ପାଟଣା,୨୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ…
ସତର୍କ ସଙ୍କେତ ଉପରେ ବୈତରଣୀ
ଭଦ୍ରକ,୭ା୭: ଭଦ୍ରକ ଜିଲା ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି। ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବାବେଳେ ସୋମବାର ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି। ସୂଚନା ଥାଉକି, ବୈତରଣୀ ନଦୀର…
ଖୋଲିଲା ହୀରାକୁଦ ଗେଟ୍, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର,୬ା୭: ଆଜି ଅର୍ଥାତ୍ ରବିବାର ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ। ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି…
ବନ୍ୟାପାଣି ପାର୍ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର
ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା…
Archives


