ପାଟଣା ରେଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ ୨୯ ଟିକିଆ ହାତୀପଲ
ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ ଆସିଥିବା ଏହି ହାତୀପଲ ପାଟଣା ରେଞ୍ଜର ସାହାରପଡ଼ା ସେକ୍ସନରେ ପଶି କୁଚେଇବେଡ଼ା ଓ…

