ମହିଳା ପୋଲିସଙ୍କ ପାଇଁ ବଡ଼ ନିଷ୍ପତ୍ତି, ଗର୍ଭାବସ୍ଥାରେ ମିଳିବ…

ଭୁବନେଶ୍ବର,୨୬।୧୧: ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗର୍ଭବତୀ ଓ ପ୍ରସୂତୀ ମହିଳା ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଶ୍ୱସ୍ତି ମିଳିବ।

ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଗର୍ଭବତୀ ମହିଳା ପୋଲିସଙ୍କୁ ସନ୍ତାନ ଜନ୍ମ ପୂର୍ବରୁ ଓ ପରେ ଡ୍ୟୁଟି କ୍ଷେତ୍ରରେ ଆବଶ୍ୟକ ସୁବିଧା ଦିଆଯିବ। ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବା ପାଇଁ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବର୍ଷକୁ କିଛି ଦିନ ଅତିରିକ୍ତ ଛୁଟି ବ୍ୟବସ୍ଥା ନେଇ ସୂଚନା ରହିଛି । ଏହାସହିତ ମହିଳା ପୋଲିସଙ୍କ ପ୍ରି ଏବଂ ପୋଷ୍ଟ ପ୍ରେଗନେନ୍ସି କେୟାର ପୋଲିସ ବିଭାଗ ନେବ । ଅନ୍ୟପଟେ ମହିଳା ଅଫିସରଙ୍କୁ କଠିନ କାମ ଦିଆଯିବ ନାହିଁ ।

ରାତିରେ ପାଟ୍ରୋଲିଂ ଏବଂ ଥାନାରେ ସିଡିଓ ଦିଆଯିବ ନାହିଁ । ଥାନା ବାବୁ ନ ଶୁଣିଲେ, ଗ୍ରୀଭାନ୍ସ ପାଇଁ ଏସଡିପିଓ, ଏସପିଙ୍କ ନିକଟକୁ ଯାଇ ପାରିବେ କିମ୍ବା ସେ ସିଧା ସଳଖ ଡିଜିଙ୍କ ପାଖରେ ଫେରାଦ ହୋଇ ପାରିବେ । ମହିଳା ପୋଲିସଙ୍କ କାର୍ଯ୍ୟ ପରିବେଶକୁ ଅଧିକ ଅନୁକୂଳ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମସ୍ୟାର ସମାଧାନ ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗୁହାଳେ ପଶି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା,୨୬ା୧୧(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାଓ୍ବାରତୋଲା ଗାଁର ସଫୁର ସତନାମୀଙ୍କ ଗୁହାଳରୁ ବୁଧବାର ରାତିରେ ଏକ ବାଛୁରୀକୁ କଲରାପତରିଆ ବାଘ ମାରି ଯାଇଛି।…

ଟିମ ଇଣ୍ଡିଆରେ ହଲଚଲ: ଦ୍ୱିତୀୟ ଟେଷ୍ଟ ପାଇଁ ୩ ବଡ଼ ଅଦଳବଦଳ, ଏହି ଖେଳାଳିଙ୍କୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୨୭ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ…

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ, ଡେଥ୍‌ ସାର୍ଟିଫିକେଟ ପାଇଁ ୭ ହଜାର ଲାଞ୍ଚ ନେଉଥିଲେ

ସମ୍ବଲପୁର,୨୬।୧୧: ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌…

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୪୦ ହଜାର ପେନ୍‌ସନ୍‌!

ଲକ୍ଷ୍ନୌ, ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ନିଜର ନିର୍ବାଚନୀ ରଣନୀତିକୁ ଆଗକୁ ବଢ଼ାଇଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ…

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ…

ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼

ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?