ପଞ୍ଜାବରେ ପୁଣି ଏକାଠି ହେଲେ ଭାଜପା-ଅକାଳୀ ଦଳ, ଅମିତ ଶାହାଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ, ୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ବାଚନ ଲଢ଼ିବେ। ମେଣ୍ଟ ନେଇ ନିଜେ ଭାଜପା ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅକାଳୀ ଦଳର…

