ଖୋର୍ଦ୍ଧା ଜିଲା ମହୋତ୍ସବରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍ଘାଟିତ
ଖୋର୍ଦ୍ଧା,୨୧।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଓର୍ମାସ ଆନୁକୂଲ୍ୟରେ ଗୁରୁବାରଠାରୁ ଜିଲା ମହୋତ୍ସବ, ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ…
Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…
ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ…
କେବେ ପିରିୟଡସ ବନ୍ଦ ହୁଏ ?
ଜାଣନ୍ତୁ ଋତୁସ୍ରାବ ଓ ସ୍ତ୍ରୀ ରୋଗ ଗର୍ଭ ଧାରଣକୁ ନେଇ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ ।
ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍ ଦେଇ କିଣିନେଲା ଏହି ଟିମ୍…
ଦୁବାଇ,୨୪।୧୧:ଆଇପିଏଲ୍ର ସବୁଠାରୁ ସଫଳ ବୋଲର୍ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ। ରବିବାର କରାଯାଉଥିବା ଅକ୍ସନରେ ତାଙ୍କ ପାଇଁ ଏକାଧିକ ଟିମ୍ ନିଲାମ ଡାକିଥିଲେ। ସେ ବେସ୍…
ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !
ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍…
୩୬ ବର୍ଷ ପରେ ଭାରତରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁ, ୨୦।୧୦: ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ଜିତି ଇତିହାସ ରଚିଛି। ୩୬ ବର୍ଷ ଦଳ ଭାରତରେ ଟେଷ୍ଟ ମ୍ୟାଚ୍ରେ ବିଜେତା ହୋଇଛି। ୧୯୮୮ରେ ନ୍ୟୁଜିଲାଣ୍ଡ ଶେଷଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିଥିଲା। ତେବେ ଏହି ମ୍ୟାଚ୍କୁ…
ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍କା
ଲକ୍ଷ୍ନୌ,୩ା୪: ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ଦ୍ରୁତ ବୋଲର ଶିଭମ ମାଭି ଆହତ କାରଣରୁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି। ତାଙ୍କର ପଞ୍ଜରା ହାଡରେ ଆଘାତ ଲାଗିଛି। ତେବେ ଶେଷ ଥର ପାଇଁ ଅଗଷ୍ଟ ୨୦୨୩ରେ…
ଆଇପିଏଲ୍ରେ ରନ୍ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍ ଟାର୍ଗେଟ୍ ଛିଡ଼ା କଲା କୋଲକାତା
ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ୧୬ତମ ମ୍ୟାଚ୍ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଇଜ୍ୟା ପାଇଁ ପରିଚିତା ପାରମିତା
ସ୍କୁଲ ବୟସରୁ ହିଁ ସେ ଗପ, କବିତା ଲେଖିବା ଆରମ୍ଭ କରିଥିଲେ। ପରେ ପରେ ଓଡ଼ିଆ ଓ ହିନ୍ଦୀ ଭାଷାରେ କବିତା ଲେଖିବା ସହ ଅନୁବାଦ ବି କଲେ। ସେ ହେଲେ ପାରମିତା ଷଡ଼ଙ୍ଗୀ। ମା’ କବିତା ଷଡ଼ଙ୍ଗୀ ଓ ପିତା…
କଦାପି ଏହି ୩ ପ୍ରକୃତିର ଲୋକଙ୍କ ସହାୟତା କରନ୍ତୁ ନାହିଁ; ମାନସମ୍ମାନ ହାନି ସହ ଅସୁବିଧାରେ…
ମହାନ କୁଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ପ୍ରସିଦ୍ଧ। ସେ ରାଜନୀତି ସହ ଅର୍ଥଶାସ୍ତ୍ରରେ ବିଶାରଦ ଥିଲେ। ସାମାଜିକ ବିଷୟବସ୍ତୁ ଉପରେ ମଧ୍ୟ ସେ ନିଜର ମତ ରଖୁଥିଲେ। ଆଜିବି ଚାଣକ୍ୟଙ୍କ ନୀତିକୁ ଅନୁସରଣ କଲେ ଜଣେ ମନୁଷ୍ୟ ଜୀବନରେ…
ମଣିଷ ଚିହ୍ନିବାରେ ଭୁଲ କରିଦେଇଥିବାରୁ କରୁଛନ୍ତି କି ପଶ୍ଚାତାପ? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ…
Archives


