କାରଣ-ନିରାକରଣ ପ୍ରଶ୍ନ
ସଂହତ ସମାଜବୋଧ ନ ଥିବା କିଛି ମଣିଷ ପାଇଁ ଏହି କାରଣ-ନିରାକରଣ ପ୍ରଶ୍ନଟି ଗୋଟିଏ ଗୋଲକଧନ୍ଦା ଭଳି ପ୍ରତୀୟମାନ ହୁଏ। ଅଥଚ ଏହି ପ୍ରଶ୍ନ ପ୍ରତି ମଣିଷର ଆଭିମୁଖ୍ୟରୁ ଜଣାପଡ଼େ ସେ କେତେ ସ୍ବାର୍ଥପର, ସୁବିଧାବାଦୀ, ଆତ୍ମକୈନ୍ଦ୍ରିକ ଓ କେତେ ପଳାତକ।…
ଅପରାଧୀ କଲା କିଏ
ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ…
ସଂଖ୍ୟାଗରିଷ୍ଠତାରେ ମାନର ନୂ୍ୟନତା
ନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଂଖ୍ୟାର ସଂସ୍ପର୍ଶରେ ଆସି ଜୀବନର ଗତିପଥକୁ ଭିନ୍ନଭିନ୍ନ ପରିଚୟରେ ନିବଦ୍ଧ କରିଥାଏ। କେତେବେଳେ ସଂଖ୍ୟା ମଣିଷ ପ୍ରତି ସଦୟ ହୋଇଥାଏ ତ ପୁଣି କେତେବେଳେ ସଂଖ୍ୟା ମଣିଷ ପ୍ରତି ନିର୍ଦ୍ଦୟ ହୋଇଥାଏ, ଯେଉଁଥିରେ ମଣିଷ ଜୟ…
ଅନୀତି
ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ…
ଟାଣିଆଣି ସମ୍ମାନ
ଗତ ସପ୍ତାହର ଶେଷଦିନକୁ ଦେଶବ୍ୟାପୀ ଏକ ପର୍ବ ଭାବେ ପାଳନ କରାଯିବାର ପ୍ରଚେଷ୍ଟା ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ, ଜାତୀୟ କଂଗ୍ରେସର ସଭାପତି ଏବଂ ଇଣ୍ଡିଆନ୍ ନ୍ୟାଶନାଲ୍ ଆର୍ମି (ଭାରତୀୟ ସେନାନୀ ବା ଆଜାଦ ହିନ୍ଦ୍ ଫୌଜ)ର ଜନ୍ମଦାତା ନେତାଜୀ ସୁଭାଷ ଚନ୍ଦ୍ର…
ଏତେ ଘୃଣା କାହିଁକି
ଆକାର ପଟେଲ ମୋ ବହି ସମ୍ପର୍କରେ ମୋର ଏକ ସାକ୍ଷାତ୍କାର ନିଆଯିବାବେଳେ ଏହା ସହ ସମ୍ବନ୍ଧ ନ ଥିବା ଏକ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନଟି ଥିତ୍ଲା – କାହିଁକି ହିନ୍ଦୁତ୍ୱ ନେହେରୁଙ୍କୁ ଘୃଣା କରେ? ଏହା ଏକ ରୋଚକ ପ୍ରଶ୍ନ ଥିଲା…
ଚାଞ୍ଛି ନେବେ
କୋଭିଡ୍-୧୯ ଟିକାକରଣ ବିଷୟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। କେତେବେଳେ କୁହାଯାଉଛି ଟିକା ଆସିଲେ ପ୍ରଥମେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ। ପୁଣି କୁହାଗଲାଣି ସମସ୍ତେ ଟିକା ପାଇବେ ନାହିଁ। ପୃଥିବୀବ୍ୟାପୀ ଟିକାର ଦେଖାଦର୍ଶନ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ…
ମାଂସ ଉପରେ ଟିକସ ଲଗାଅ
ମାନେକା ଗାନ୍ଧୀ ଲୋକମାନଙ୍କୁ ଗରିବ ଓ ଅସୁସ୍ଥ କରିବା ପାଇଁ ସରକାର କାହିଁକି ଏଭଳି ନୀତିମାନ ପ୍ରସ୍ତୁତ କରନ୍ତି? ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଏହି ନୀତିଗୁଡ଼ିକ ସବୁଠୁ ଖରାପ ପ୍ରଭାବ ପକାଏ। ଏହି କାରଣରୁ ବାସ୍ତବ ଅଥର୍ର୍ନୀତି ସମ୍ପର୍କରେ ଏହା…
ନିତି ନୀତି ପରିବର୍ତ୍ତନ
ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଅବଧି ୪ ମେ’ରୁ ୧୭ ମେ’ ଯାଏ ରଖାଯାଇଛି। ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁ ଭାରତସାରା ଦେଖାଦେଇଥିବା ଶ୍ରମିକ ଅଶାନ୍ତି ଥମୁ ନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀମାନେ ସେମାନଙ୍କ ନିଜ…
ଲକ୍ଡାଉନରେ ବୁଲାପ୍ରାଣୀଙ୍କ ଯତ୍ନ
ମାନେକା ଗାନ୍ଧୀ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଲକ୍ଡାଉନ ସମୟରେ ଘଟିଥିବା ଲକ୍ଷଲକ୍ଷ ଘଟଣାରୁ ମୁଁ କେତୋଟି ଅନୁଭବ କରିଛି। ମାର୍ଚ୍ଚ ୨୪ରେ ଲାକ୍ଡାଉନ ଘୋଷଣା ହେବାବେଳେ ସାରା ଦେଶରେ କାର୍ଯ୍ୟରତ ପ୍ରାଣୀ ସ୍ବେଚ୍ଛାସେବୀମାନଙ୍କୁ ମୋ ଫୋନ୍ ନମ୍ବର ଦେଇଥିଲି। ଯଦି ସାହାଯ୍ୟ…
ଅତୀତ ନୁହେଁ, ଆଗକୁ ଭାବ
ତଥାଗତ ସତପଥୀ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଓଡ଼ିଶା ସମେତ ଅଳ୍ପ କେତେକ ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀମାନଙ୍କୁ ସୋମବାର, ୧୩ ଏପ୍ରିଲଠାରୁ କାମରେ…
କୌତୂହଳ ପାଲଟୁଛି
ତଥାଗତ ସତପଥୀ କରୋନା ଭାଇରସ୍କୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଭାରତବ୍ୟାପୀ ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଳନ କରାଯାଇଛି। ଜନସାଧାରଣ ନିଜକୁ ଘରେ ଆବଦ୍ଧ କରି ରଖିଥିଲେ। ରାସ୍ତାଘାଟ ଶୂନଶାନ୍ ରହିଥିଲା। ତେବେ ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀଙ୍କ…
Archives


