ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ରୋହିତ, ବିରାଟ ଉପରେ ସଭିଙ୍କ ନଜର
ରାଞ୍ଚି,୩୦ା୧୧: ସ୍ଥାନୀୟ ଜେଏସ୍ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ନିୟମିତ ଅଧିନାୟକ ଶୁବମନ ଗିଲ ଓ ଉପଅଧିନାୟକ ଶ୍ରେୟସ ଆୟାରଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ସିରିଜ୍ରେ ଦଳର ନେତୃତ୍ୱ...
ବୈଭବ ସୂର୍ଯ୍ୟବଂଶୀ ମିଳିଲା ଚେତାବନୀ: ଭାରତ ଫେରିଲେ ହେବ ଯାଞ୍ଚ୍
ନୂଆଦିଲ୍ଲୀ,୭।୧୦:ଭାରତର ୧୯ ବର୍ଷରୁ କମ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଯୁବ ଖେଳାଳିମାନେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏବେ...
ମୋହସିନ ନକବି କିଏ? ଯିଏ ନେଇ ପଳାଇଛନ୍ତି ଭାରତର ଏସିଆ କପ୍ ଟ୍ରଫି, ଦେବେ ନାହିଁ ବୋଲି…
ନୂଆଦିଲ୍ଲୀ,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ମୋହସିନ ନକବି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଗତ ରବିବାର ଏସିଆ କପ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ ଟିମ ନକବିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ଏହାପରେ...
Asia Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୫ କ୍ରିକେଟର ଡେବ୍ୟୁ କରିବା ନିଶ୍ଚିତ! ଧାଡ଼ିରେ ଏହି ୮ ଖେଳାଳି
ନୂଆଦିଲ୍ଲୀ,୧୩।୯: କ୍ରିକେଟ ଜଗତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ ସବୁବେଳେ ରୋମାଞ୍ଚ ଓ ଉତ୍ସାହରେ ଭରପୂର ହୋଇଥାଏ। ଏସିଆ କପ ୨୦୨୫ରେ ଆସନ୍ତା ୧୪ ସେପ୍ଟେମ୍ବରରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମହାମୁକାବିଲା...
ହାଇ-ଭୋଲଟେଜ ମ୍ୟାଚ୍ ପୂର୍ବରୁ ହଠାତ୍ ଟିମ୍ ଇଣ୍ଡିଆର ହାତ ଛାଡ଼ିଦେଲେ ଏହି କ୍ରିକେଟର୍: ଦଳ ଛାଡି ପଳାଇଲେ
ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଟିମ ଇଣ୍ଡିଆର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚରେ ଭାରତ ୯ ଉଇକେଟରେ UAE କୁ ପରାସ୍ତ କରିଛି। ଏବେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି, କିନ୍ତୁ...
ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା
ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ ବଦଳରେ...
BCCI ଆଣିଲା ନୂଆ ନିୟମ, ଏଣିକି ଗମ୍ଭୀର ଆଘାତ ଯୋଗୁ…
ନୂଆଦିଲ୍ଲୀ,୧୬।୮: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଗମ୍ଭୀର ଆଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲର୍ଡସ ଟେଷ୍ଟ ସମୟରେ ଉଇକେଟ କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହାପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଗୋଡ଼ରେ...
ହୋଇଗଲା କନ୍ଫର୍ମ: ଏହିଦିନ ମୁହାଁମୁହିଁ ଭାରତ-ପାକିସ୍ତାନ, ୨୦ ଦିନ ଯାଏ…
ନୂଆଦିଲ୍ଲୀ,୨୬।୭: ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ। ଖୁବ୍ଶୀଘ୍ର କ୍ରିକେଟ ପିଚ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏସିଆ କପ୍ ୨୦୨୫ରେ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ, ଯାହାକୁ ନେଇ ଆଧିକାରିକ ଘୋଷଣା ହୋଇସାରିଛି। ଏସିଆନ କ୍ରିକେଟ କାଉନସିଲ ଆୟୋଜିତ ଏହି...
ସବୁଠୁ ମହଙ୍ଗା କ୍ରିକେଟ ଜର୍ସି, ଖଚିତ ହୋଇଛି ୩୦ ଗ୍ରାମ ସୁନା; ଏହି ଟିମ୍ ପିନ୍ଧି ଖେଳିବ ମ୍ୟାଚ୍
ନୂଆଦିଲ୍ଲୀ,୧୮ା୭: ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫: ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍ ପିନ୍ଧିବେ କ୍ରିକେଟ୍ ଇତିହାସର ସବୁଠୁ ମହଙ୍ଗା ଜର୍ସିୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ ଟୁର୍ନାମେଣ୍ଟ ଶୁକ୍ରବାର, ୧୮ ଜୁଲାଇରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ଇଣ୍ଡିଆ ଚାମ୍ପିଅନସ୍, ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍,...
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍: ୧୨୮ ବର୍ଷ ପରେ ପୁନରାଗମନ, ୧୨ ଜୁଲାଇରୁ ଆରମ୍ଭ ମ୍ୟାଚ୍
ଲସ୍ ଆଞ୍ଜେଲସ୍, ୧୫।୭: ୧୨୮ ବର୍ଷର ଦୀର୍ଘ ବିରତି ପରେ କ୍ରିକେଟ୍ ଆଗାମୀ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ (LA28) ରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପୋମେନା ସହରର ଫେୟାରଗ୍ରାଉଣ୍ଡସ୍...
ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼ କଥା କହିଦେଲେ…
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦଳଗୁଡ଼ିକ ଗୋଟିଏ ଦିନରେ ୯୦ ଓଭର ବୋଲିଂ...
ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା...
Archives


