ଲାଲୁଙ୍କ ପରିବାରରେ ସବୁଠାରୁ ଧନୀ ବ୍ୟକ୍ତି କିଏ ଜାଣନ୍ତି: ପୁଅଙ୍କ ବିଏମ୍ଡବ୍ଲୁ, ସ୍ତ୍ରୀଙ୍କ ଗାଈ-ବାଛୁରୀ…
ପାଟନା,୨୮।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜେଡିୟୁ ଆରଜେଡିଙ୍କ ସହ ମେଣ୍ଟ ଭାଙ୍ଗି ଭାଜପାରେ ଯୋଗ ଦେଇଛି। ରବିବାର ନୀତୀଶ କୁମାର ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିହାର ରାଜନୀତିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…
Bihar Crisis: ଜେଡିୟୁ ରାସ୍ତାରେ ଆର୍ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ
ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍ଡିଏ ସହ ଡିଲ୍ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ ଯାଦବ…
ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର; ଭାଜପା ପୁଣି ଫେରି ପାଇବ କି କ୍ଷମତା ?
ନୂଆଦିଲ୍ଲୀ,୨୬।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ସମସ୍ତ ବିଧାୟକଙ୍କୁ ପାଟନାରେ ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିବାରୁ ବିହାର ଏକ ପ୍ରମୁଖ ରାଜନୈତିକ ପୁନର୍ଗଠନ ପଥରେ ଅଛି। ଶୁକ୍ରବାର ଦିନ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଧାନସଭା…
ବିହାରରେ ଗଠବନ୍ଧନ ଛାଡ଼ି ପୁଣି ଭାଜପା ସହ ହାତ ମିଶାଇ ପାରନ୍ତି ନୀତୀଶ କୁମାର:ରିପୋର୍ଟ
ନୂଆଦିଲ୍ଲୀ,୨୫ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଶିବିର ବଦଳାଇବାର ଆଲୋଚନା ହେଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀତୀଶ କୁମାର ଶେଷ ମୁହୂର୍ତ୍ତରେ ୟୁ-ଟର୍ନରେ ମାରି ଆସନ୍ତା ଲୋକସଭା ନିର୍ବାଚନରେ ଭାଜପା ସହ ହାତ ମିଶାଇ ପାରନ୍ତି। ଗତ ଦୁଇ…
ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍ଏସ୍ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି…
ମୋ’ ମୁର୍ଖତା ପାଇଁ ମାନ୍ଝୀ ହୋଇଥିଲେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାର
ପାଟ୍ନା,୯ା୧୧: ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍ଝୀଙ୍କ ଉପରେ ରାଗି ଯାଇ ତାଙ୍କୁ ବହୁତ ଗାଳି ଦେଇଥିଲେ। ପ୍ରକୃତରେ ବିଧାୟକଙ୍କ ସଂଶୋଧନ ବିଲ୍ ଉପରେ…
ଶେଷରେ କ୍ଷମା ମାଗିଲେ ନୀତୀଶ କୁମାର
ପାଟନା,୮।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ ବିହାରର ଜନ୍ମ ହାର ୪.୨ରୁ ୨.୯%କୁ କେମିତି ଖସିଲା, ତା’ର ଉତ୍ତର ରଖିବା ବେଳେ ନୀତୀଶ ଅଶ୍ଲୀଳ…

