Tag Archives: bihar

ତେଜସ୍ୱୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର; କହିଲେ-”ସେ ଜିଡିପି କ’ଣ ଜାଣନ୍ତି ନାହିଁ, ବିକାଶ ମଡେଲ ବିଷୟରେ…”

ନୂଆଦିଲ୍ଲୀ,୨୫।୮: ରାଜନୈତିକ ରଣନୀତିଜ୍ଞ ତଥା ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ରବିବାର ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଆକ୍ରମଣ କରିଛନ୍ତି। ତେଜସ୍ୱୀ ବିହାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ,...

ରାଜନୀତିକୁ ଓହ୍ଲାଇବେ କି ମୁଖ୍ୟମନ୍ତ୍ରୀଙ୍କ ପୁଅ ? ବଢ଼ିଲା ଚର୍ଚ୍ଚା

ପାଟନା, ୨୮।୦୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁହନ୍ତି ଯେ ସମ୍ପୂର୍ଣ୍ଣ ବିହାର ମୋ ପରିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥାକୁ ନେଇ ମଧ୍ୟ ନୀତୀଶଙ୍କୁ ପ୍ରଶଂସା କରିଛନ୍ତି । ସେ କେବେ ବି ରାଜନୀତିରେ ପରିବାରବାଦକୁ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭାରେ ଭାଷଣ ଦେଇ ଲଲନ ସିଂ କହିଛନ୍ତି ଯେ ଭାରତୀୟ...

ବିହାର-ଆନ୍ଧ୍ର-ଓଡ଼ିଶା ଭଳି ରାଜ୍ୟ କାହିଁକି ଦାବି କରୁଛନ୍ତି ସ୍ବତନ୍ତ୍ର ମାନ୍ୟତା; ଏଥିଲାଗି ମାନଦଣ୍ଡ କ’ଣ? ମିଳିଥାଏ କେଉଁ ସୁବିଧା…

ନୂଆଦିଲ୍ଲୀ,୨୫।୭: ବଜେଟ ୨୦୨୪ରେ ବିହାର ଏବଂ ଆନ୍ଧ୍ରପ୍ରଦେଶ ଲାଗି ସ୍ବତନ୍ତ୍ର ଘୋଷଣା ହେବା ପରେ ‘ସ୍ବତନ୍ତ୍ର ରାଜ୍ୟ ମାନ୍ୟତା’ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ରାଜନୀତି ସରଗରମ ମଧ୍ୟ ହୋଇଛି। ସରକାର ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ହାତ ଖୋଲି ଦେଇଥିବା...

ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…

ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ ସ଼୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ହେଲେ ଏଥିପାଇଁ ଉଦ୍ଧିଷ୍ଟ...

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ...

କଥା ହେଲାନି ପ୍ରେମିକା, ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ

ପାଟନା, ୧୭ା୭: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀକୁ ନିର୍ଦ୍ଦୟର ସହ ହତ୍ୟା କରିଛି ଏହି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା...

ପୂର୍ବତନ ବିଧାୟକ ଏବଂ ଆଇଏଏସ୍‌ ଅଧିକାରୀଙ୍କ ଘରେ ପଶିଲା ଇଡି

ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି ।...

ସ଼୍ବାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଗଲେ ୫ ଥରର ବିଧାୟକ ବୀମା ଭାରତୀ

ପାଟନା , ୧୩।୦୭: ବିହାର ପୁର୍ଣ୍ଣିମା ଜିଲାର ରୁପୈଲି ବିଧାନସଭା ଆସନ ପାଇଁ ୧୦ ଜୁଲାଇରେ ହୋଇଥିବା ଉପ ନିର୍ବାଚନ ଫଳ ସାମ୍ନାକୁ ଆସିଛି । ସ଼୍ବାଧୀନ ପ୍ରାର୍ଥୀ ଶଙ୍କର ସିଂଙ୍କ ଉପରେ ଜନତା ଭରଷା କରିଛନ୍ତି । ଜନତା...

ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ

କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି ।...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା

ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର...

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ ଘଡ଼ଘଡ଼ିରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ୯ ଲୋକଙ୍କ ମୃତ୍ୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri