Tag Archives: BCCI

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ।…

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଏଡେନ ଗାର୍ଡେନ୍ସରେ ଖେଳା…

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି। ଯେଉଁଥିରେ ଏପରି ୯ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ BCCIର…

ଖେଳାଳି ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଫେରିଲେ ଷ୍ଟାର ବ୍ୟାଟର

ମୁମ୍ବାଇ,୨୧ା୪: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋମବାର,୨୦୨୪-୨୫ ସିଜିନ୍ ପାଇଁ ସିନିୟର ପୁରୁଷ ଦଳ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଗତ ବର୍ଷ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟାର ଏବଂ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ,…

ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ GT ୭ ଉଇକେଟରେ ଜିତିବା…

IPL 2025 ମଧ୍ୟରେ ବିସିସିଆଇର ବଡ଼ ଆକ୍ସନ: ଏହି ଫ୍ରାଞ୍ଚାଇଜର ମାଲିକଙ୍କୁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ (IPL 2025)ର ୧୮ତମ ସଂସ୍କରଣ ବର୍ତ୍ତମାନ ଭାରତରେ ଖେଳାଯାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ T20 କ୍ରିକେଟ ଲିଗ। ଏହା ଭାରତର ବିଭିନ୍ନ ସହରରେ ମୋଟ ୧୦ଟି ଦଳ ମଧ୍ୟରେ ଆୟୋଜିତ ହେଉଛି। ଏହି ସମୟରେ,…

ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ରୁ ତିନି ଜଣଙ୍କୁ ବହିଷ୍କାର କରିବ ବିସିସିଆଇ, ରହିଛି ବଡ଼ କାରଣ

ମୁମ୍ବାଇ,୧୭ା୪: ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହି ଗସ୍ତରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩-୧ ବ୍ୟବଧାନରେ ପରାସ୍ତ ହୋଇଥିଲା ଏବଂ ଏହି ସିରିଜ୍ ରେ ଡ୍ରେସିଂ ରୁମ୍ ଖବର ଲିକ୍ ହୋଇଥିଲା।…

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ ଫିଜିଓଥେରାପିଷ୍ଟ ଏବଂ ପ୍ରଶିକ୍ଷକଙ୍କ ଆବଶ୍ୟକତା ଅଛି। ଖାଲି ପଦବୀ ସହିତ, ବିସିସିଆଇ ଆବଶ୍ୟକୀୟ ଯୋଗ୍ୟତା…

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ ସହିତ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅଗଷ୍ଟ ୧୭ରେ ଖେଳାଯିବ। ଟି-୨୦ ସିରିଜ…

ମହମ୍ମଦ ଶାମିଙ୍କ ଅଭିଯୋଗ ପରେ ବଡ଼ ନିୟମ ପରିବର୍ତ୍ତନ କଲା BCCI, ହଟାଇଲା ପ୍ରତିବନ୍ଧକ…

ମୁମ୍ବାଇ,୨୦ା୩: ବିସିସିଆଇ ଗୁରୁବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗରେ ବଲ୍ ଉପରେ ଲାଳ ବ୍ୟବହାର ଉପରେ ପ୍ରତିବନ୍ଧକ ହଟାଇଛି। ଅଧିକାଂଶ ଅଧିନାୟକ ଏହାର ପ୍ରସ୍ତାବରେ ସହମତ ହେବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମୁମ୍ବାଇରେ ଅଧିନାୟକ ମାନଙ୍କ ବୈଠକରେ ଏହି…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI

ମୁମ୍ବାଇ,୨୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଗୁରୁବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ୟୁନିଟ୍ ପାଇଁ ୫୮ କୋଟି ଟଙ୍କାର ଏକ ବଡ଼ ନଗଦ ପୁରସ୍କାର ଘୋଷଣା କରିଛି।…

ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍‌କା ଦେଲା BCCI

ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?