ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ
ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ ଫିଲ୍ଡିଂ…
ଆଇସିସି ର଼୍ୟାଙ୍କିଙ୍ଗ୍ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା
ନୂଆଦିଲ୍ଲୀ,୧୭।୧: ଆଇସିସି ବୁଧବାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଭାରତର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଅଲରାଉଣ୍ଡର ଅକ୍ଷସ୍ର ପଟେଲଙ୍କୁ ବଡ଼ ଫାଇଦା ମିଳିଛି। ୟଶାସ୍ବୀ ଟପ-୧୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ରେ ପ୍ରବେଶ କରିଛନ୍ତି। ଯଶାସ୍ବୀ ୭ଟି ସ୍ଥାନ ଉପରକୁ ଉଠିଛନ୍ତି।…
ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ
ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ କରୁଛନ୍ତି…
ବିଶ୍ୱକପ ୨୦୨୩ରେ ହେଲା ବଡ଼ ରେକର୍ଡ, ୧୦ ଲକ୍ଷ ଲୋକେ ଷ୍ଟାଡିୟମରେ ଆସି ଦେଖିଲେ ମ୍ୟାଚ୍
ନୂଆଦିଲ୍ଲୀ, ୧୧।୧୧: ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ରେ ଆଉ ଏକ ରେକର୍ଡ ପ୍ରତିଷ୍ଠା ହୋଇଛି। ବିଶ୍ୱକପରେ ବର୍ତ୍ତମାନ ଆଉ ସାତଟି ମ୍ୟାଚ୍ ବାକି ରହିଛି। ଏହା ପୂର୍ବରୁ ଷ୍ଟାଡିୟମରେ ଚଳିତ ବିଶ୍ୱକପରେ ଏକ ମିଲିୟନ ଅର୍ଥାତ ୧୦ ଲକ୍ଷ ଲୋକେ ଦେଖିଛନ୍ତି।…
ରାହୁଲଙ୍କୁ ସାଥୀ ଖେଳାଳି ଦେଲେ ବଡ଼ ମେଡାଲ: ଜାଣନ୍ତୁ କାହିଁକି
ଲକ୍ଷ୍ନୌ,୩୦।୧୦: ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଭାରତ ଇଂଲଣ୍ଡ ଉପରେ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ୧୦୦ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ବ୍ୟାଟ୍ସମ୍ୟାନଙ୍କ ସହ ବୋଲରମାନେ ମଧ୍ୟ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଟିମ ଇଣ୍ଡିଆର ଖେଳାଳିମାନେ…
ଭାରତୀୟ ମହିଳା ଦଳର କୋଚ୍ ନିଯୁକ୍ତ ହେଲେ ଅମୋଲ ମଜୁମଦାର, ଦିନେ ଭାରତୀୟ ଦଳରେ ମିଳିନଥିଲା ସ୍ଥାନ
ମୁମ୍ବାଇ,୨୫/୧୦: ଭାରତୀୟ ଘରୋଇ କ୍ରିକେଟର ଚର୍ଚ୍ଚିତ ଖେଳାଳି ଅମୋଲ ଅନିଲ ମଜୁମଦାରଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର ଗୁରୁଦାୟିତ୍ୱ ଦିଆଯାଇଛି। ବୁଧବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡାହାଣହାତି ବ୍ୟାଟର ଅମୋଲ ତାଙ୍କର ଜାଜ୍ୱଲ୍ୟମାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୧…

