Tag Archives: Asim Munir

ଅସୀମ ମୁନିରଙ୍କୁ ବଡ଼ ଝଟ୍‌କା: ସେନା ହାତରୁ ଗଲା ପାକିସ୍ତାନର ୨ ଅଞ୍ଚଳ

ଇସଲାମାବାଦ୍‌,୧୦।୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାଦ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ଝଟ୍‌କା ବେଲୁଚିସ୍ତାନର ଯୋଦ୍ଧାମାନେ ଦେଇଛନ୍ତି। ବେଲୁଚିସ୍ତାନର ଯୋଦ୍ଧାମାନେ ପାକିସ୍ତାନ ସେନାକୁ ପରାସ୍ତ କରି ଏହାର ଦୁଇଟି ଅଞ୍ଚଳକୁ ଛଡ଼ାଇ ନେଇଛନ୍ତି।…

ହିନ୍ଦୁଙ୍କୁ ଘୃଣା, ଆମେରିକା କହୁଛି ଦ୍ୱିତୀୟ ଲାଡେନ; କିଏ ସେ ଆସିମ ମୁନିର? ପାକିସ୍ତାନକୁ ଧିରେ ଧିରେ …

ଇସଲାମାବାଦ,୬।୫: ଜେନେରାଲ ଆସିମ ମୁନିର। ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଚର୍ଚ୍ଚାରେ ରହିଛି ଏହି ନାମ। ମୁନିର ହେଉଛନ୍ତି ପାକିସ୍ତାନ ସେନାର ମୁଖ୍ୟ। ସେ ଭାରତ ଏବଂ ହିନ୍ଦୁମାନଙ୍କ ବିଷୟରେ ବିବାଦୀୟ ବୟାନ ଦେଇ ପାକିସ୍ତାନୀ ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା…

Exclusive: ମୁଶାରଫ-୨ ହେବାକୁ ଯାଉଛନ୍ତି ଆସିମ ମୁନିର, ପାକ୍‌ ସେନା ସହ ଶାହାବାଜ ସରକାରଙ୍କୁ ଘେରିବାକୁ ମସୁଧା

ଇସଲାମାବାଦ,୬।୫: ପହଲଗାମ ଆକ୍ରମଣ ପୂର୍ବରୁ ଭାରତ, କାଶ୍ମୀର ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଏକ ବିବାଦୀୟ ଭାଷଣ ଦେଇଥିବା ପାକିସ୍ତାନୀ ସେନା ମୁଖ୍ୟ ଆସିମ ମୁନିରଙ୍କ ଜିହାଦୀ ଚେହେରା ଦୁନିଆ ସାମ୍ନାକୁ ଆସି ସାରିଛି। ଏକଦା ପାକିସ୍ତାନର ଏକ ଅଂଶ ସିଆଚେନରେ ଅସୀମ…

ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା 

ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନୀ ସେନାର ପୂର୍ବତନ ମେଜର ଆଦିଲ ରାଜା…

ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ

ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍‌ଓ୍ବିଲ୍‌ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ…

ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଇମ୍ରାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ…

ଇସଲାମାବାଦ,୪ା୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ସଦ୍ଭାବନା ରାଷ୍ଟ୍ରଦୂତ ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ…

ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା

ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବଂ…

ଭାରତ ସହ ଯୁଦ୍ଧ ଆଶଙ୍କା କରି ଅସିମ ମୁନିରଙ୍କ ଇସ୍ତଫା ଚେତାବନୀ

ଇସଲମାବାଦ,୨୮ା୪: ଭାରତ ସହିତ ଯୁଦ୍ଧର ଭୟ ବୃଦ୍ଧି ପାଇବା ଏବଂ କଶ୍ମୀରର ପହଲଗାମରେ ଗତ ସପ୍ତାହର ଆତଙ୍କବାଦୀ ଆକ୍ରମଣ ପରେ ସାମରିକ କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା ଏବଂ ପଳାୟନ ସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?