ବାବୁସାନ୍ଙ୍କୁ ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ
ଭୁବନେଶ୍ୱର,୧୩ା୨: ଓଲିଉଡ୍ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ବାବୁସାନ୍ଙ୍କୁ ଭିଡିଓ କଲ୍ କରି ଉତ୍ତମଙ୍କ...
ଏନ୍ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ
କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଜାମିନ୍ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍ଏଫ୍ସି କୋର୍ଟ ଅନୁଭବଙ୍କ ନାଁରେ ଜାରି କରିଥିବା ଏହି ଏନ୍ବିଡବ୍ଲ୍ୟୁ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି।...
ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି
କଟକ,୧୩ା୫: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍ଏଫ୍ସି (ଏମ୍ପି, ଏମ୍ଏଲ୍) କୋର୍ଟ ପକ୍ଷରୁ ଏନ୍ବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ପରଓ୍ବାନା ଜାରି ହୋଇଥିବା...
ବଦଳିଗଲେଣି ଅନୁଭବ
ଭୁବନେଶ୍ୱର,୧୩ା୪: ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍ ଦେଖି ଲୋକେ କହୁଛନ୍ତି। ବାସ୍ତରେ...
ଆପଣଙ୍କୁ ବାପା ସମାନ ମାନୁଥିଲି.., ଗତ ୪ ବର୍ଷ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଛି
ଭୁବନେଶ୍ୱର,୩୦ା୩: ଶନିବାର ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି। ଅନେକ ଦିନରୁ ଏହି ଆଲୋଚନା ହେଉଥିଲା ବେଳେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫା...
୨୦୨୪ ନିର୍ବାଚନରେ ଜଣାପଡିବ ଓଲିଉଡ୍ ଅଭିନେତାଙ୍କ ଦମ୍, ବିଜେଡି ଛାଡ଼ିଲେ ଅନୁଭବ-ଆକାଶ
ଭୁବନେଶ୍ୱର,୩୦ା୩: ଆସନ୍ତା ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦଳ ଡିଆଁ ପର୍ବ ଲାଗି ରହିଛି। ଭାଜପା ଏବଂ କଂଗ୍ରେସରୁ ନେତା ଅସନ୍ତୁଷ୍ଟ ହୋଇ ବିଜେଡ଼ିକୁ ଡେଉଁଥିଲା ବେଳେ ବିଜେଡିରୁ ଟିକେଟ୍ ମିଳି ନଥିବା ବା ମିଳିବାର...
ବିଜେଡି ଛାଡ଼ିବା ପରେ ବି ସୋସିଆଲ ମିଡିଆ କଭରପେଜ୍ରୁ ନବୀନଙ୍କ ଫଟୋ ହଟାଇନାହାନ୍ତି ଅନୁଭବ
କଟକ,୩୦ା୩: ଶନିବାର ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶେଷ କଥା ହେଲା ବିଜେଡିରୁ ଇସ୍ତଫା ଦେବା ପରେ...
ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍...
ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ
ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ଆଜି ଅପରାହ୍ନରେ ଦିଲ୍ଲୀରେ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ...
ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ
କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ପକ୍ଷରୁ ଏମ୍ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ...
ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’
ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍ର ହିଟ୍ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା।...
ଅନୁଭବ କାହା ଉଦ୍ଦେଶ୍ୟରେ ଲେଖିଲେ ‘ଡିଅର ମିଷ୍ଟର ରେକର୍ଡିଂ…’; ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଲା…
ଭୁବନେଶ୍ୱର: ଓଲିଉଡରେ ଚାଲିଥିବା ବିବାଦ ମଧ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଉକ୍ତ ପୋଷ୍ଟଟିକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଅଭିନେତା ମନୋଜ...
Archives
