Tag Archives: america

ଆମେରିକାରେ ଆଉ ମିଳିବନାହିଁ ଚାକିରି, ଆଗତ ହେଲା ଏମିତି ବିଲ୍‌

ଓ୍ବାଶିଂଟନ,୨୫ା୪: ଆମେରିକାର ରିପବ୍ଲିକାନ ସାଂସଦଙ୍କ ଏକ ଗ୍ରୁପ୍‌ H-1B ଭିଜା କାର୍ଯ୍ୟକ୍ରମକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିବା ପାଇଁ କଂଗ୍ରେସ(ସଂସଦ)ରେ ଏକ ବିଲ୍‌ ଆଗତ କରିଛନ୍ତି। ସେମାନେ ଯୁକ୍ତି ରଖିଛନ୍ତି ଯେ, ଆମେରିକୀୟ କର୍ମଚାରୀଙ୍କୁ ଶସ୍ତା ବିଦେଶୀ କର୍ମଚାରୀଙ୍କ ସହିତ…

ମେ’ ପହିଲା ପୂର୍ବରୁ ଆମେରିକା ଶେଷ କରିବ ଯୁଦ୍ଧ? ଜାଣନ୍ତୁ କେତେ ଚାପରେ ଅଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ, ମେ ୧ ବଡ଼ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ଆମେରିକାରେ ଏକ ଦୀର୍ଘକାଳୀନ ଆଇନ ଅଛି ଯାହା ଅନୁସାରେ କୌଣସି ରାଷ୍ଟ୍ରପତି କଂଗ୍ରେସର ଅନୁମୋଦନ ବିନା ୬୦ ଦିନରୁ ଅଧିକ ସମୟ ପାଇଁ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ ଯୋଗୁ ଇରାନ ପୁନର୍ବାର ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ପ୍ରଣାଳୀ ଦେଇ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି। ଏପ୍ରିଲ ୨୦ ରୁ ୨୨ ପର୍ଯ୍ୟନ୍ତ ସ୍ଥିର ହୋଇଥିବା ଏହି ତିନି ଦିନିଆ…

ପାକିସ୍ତାନକୁ ମନ କଥା ଖୋଲି କହିଲା ଇରାନ, କରିବନି ଆମେରିକା ସହ କୌଣସି…

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇସାକ ଡାରଙ୍କ ସହ ଏକ ଟେଲିଫୋନ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ, ସେ ଆମେରିକା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ…

ସିଧା ମନାକଲା ଇରାନ, ଆମେରିକା ସହ ହେବ ନାହିଁ କୌଣସି ଶାନ୍ତି ଆଲୋଚନା

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପାକିସ୍ତାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି। ଫଳରେ, ଏହି ଅଞ୍ଚଳରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି, ଯାହା ଫଳରେ ଆକ୍ରମଣ…

ହର୍ମୁଜରେ ହାଇ-ଭୋଲଟେଜ ଡ୍ରାମା: ଯଦି ଆମେରିକା-ଚାଇନା ମୁହାଁମୁହିଁ ହୁଅନ୍ତି, ଜାଣନ୍ତୁ କେଉଁ ଦେଶକୁ ହେବ ଅଧିକ କ୍ଷତି

ତେହରାନ,୧୬।୪: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ବିଶେଷକରି, ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଅବରୋଧ ସତ୍ତ୍ୱେ ଚାଇନା ତୈଳ ଟ୍ୟାଙ୍କର୍‌ ରିଚ ଷ୍ଟୋରି ଏହି ରାସ୍ତା ଦେଇ ପରିବହନ କରିଥିବା ଜଣାପଡ଼ିଛି। ଏହି ପଦକ୍ଷେପ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ବିଛାଯାଇଥିବା ସମ୍ଭାବ୍ୟ ସୁଡ଼ଙ୍ଗଗୁଡ଼ିକୁ ସଫା କରିବା ପାଇଁ ଆମେରିକା ସେନା ପ୍ରସ୍ତୁତି…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି ଅବସ୍ଥାରେ ଚିକିତ୍ସା ଚାଲିଛି। ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ସେ ଆମେରିକା-ଇସ୍ରାଏଲର…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ ଏୟାରଲାଇନ୍ସ ଚେକ୍‌ ଇନ୍‌ ବ୍ୟାଗେଜ୍‌ ଦେୟ ବଢ଼ାଇଛନ୍ତି। ଆମେରିକାରେ ଶୁକ୍ରବାର ପେଟ୍ରୋଲର ହାରାହାରି…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହି ସମୟରେ, ଯୁଦ୍ଧ ସମ୍ପର୍କରେ ଅନେକ ପ୍ରମୁଖ ଅପଡେଟ…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଇରାନ ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?