ୟୁକ୍ରେନକୁ ସାହାଯ୍ୟ ପାଇଁ ପୁଣି ହାତ ବଢେଇଲା ଆମେରିକା, ୧୫୦ ମିଲିୟନ ଡଲାରର ସାମରିକ ସହାୟତା କଲା ଘୋଷଣା
ଓ୍ବାଶିଂଟନ,୨୭।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ ହେବ ତାହା କେହି ଜାଣିନାହାନ୍ତି। ଯୁଦ୍ଧରେ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ବେଳେ ଗୁରୁବାର ପୁଣି ୱାଶିଂଟନ କିଭ୍ ପାଇଁ ନୂତନ…

