Tag Archives: america

‘ଆମେ ଯୁଦ୍ଧ ଜିତି ସାରିଛୁ’ ଟ୍ରମ୍ପଙ୍କ ବଡ଼ ଦାବି; କହିଲେ, ‘ଶାନ୍ତି ପାଇଁ ଭିକ ମାଗୁଛି ତେହରାନ’

ଓ୍ବାଶିଂଟନ,୩।୧୧: ଆମେରିକା ଏବଂ ଇରାନ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାଲିଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଶମ ଦ୍ୱୀପ (Qeshm Island) ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକ୍ରମଣ ପରେ, ସେ ଦାବି…

ଆଜି ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ

ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ତାହା ଏହି ନିର୍ବାଚନ ସ୍ଥିର କରିବ। ଏଥିସହିତ ଟ୍ରମ୍ପ୍‌…

ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ କୌଣସି ସଙ୍କେତ ମିଳୁନାହିଁ। ଏହି ସମୟରେ, ତେହରାନ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ…

ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…

ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ (ୟୁକେ), ଜାପାନ, ନରୱେ, ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ଅନ୍ୟତମ। ଏହି ଦେଶଗୁଡ଼ିକର ସରକାର…

ଆମେରିକାରରେ ଟ୍ରମ୍ପଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଜନତା

ଓ୍ବାଶିଂଟନ,୧୮।୧୦: ରବିବାର, ଆମେରିକାର ବିଭିନ୍ନ ସହରରେ ଲୋକମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଇଥିଲେ। ଲୁଇସଭିଲ (Louisville) ଠାରେ, ‘ନୋ କିଙ୍ଗସ’ (No…

ତ୍ରିଶକ୍ତି ଚିନ୍ତାରେ ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଭାରତ, ରୁଷିଆ, ଚାଇନା ଡର। ବିଶ୍ବରେ ଏହି ତିନି ଶକ୍ତିର ପ୍ରଭାବ ବୃଦ୍ଧି ଦେଖି ଆମେରିକା ଛାନିଆ। ଆମେରିକା ଡଲାରକୁ ପ୍ରତିହତ କରିବାକୁ ଏହି ୩ ରାଷ୍ଟ୍ର ଆଞ୍ଚଳିକ ମୁଦ୍ରାରେ କାରବାର କରିବାକୁ ରଣନୀତି…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ ଜାରି କରି କହିଛି ଯେ ସେମାନେ ନୌ-ସଂଘର୍ଷ ପାଇଁ ଆବଶ୍ୟକୀୟ କ୍ଷମତା ହାସଲ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୮।୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି ଅବୈଧ ପଥ ଦେଇ ପାର ହେବାକୁ ଚେଷ୍ଟା କରିବା ବେଳେ ଇରାନ ଆକ୍ରମଣ…

ଏହି ଦିନ ଇରାନ ସହ ଯୁଦ୍ଧ ବନ୍ଦ କରିବ ଆମେରିକା, ଟ୍ରମ୍ପ କଲେ ବଡ଼ ଦାବି

ଓ୍ବାଶିଂଟନ,୧୦।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆରମ୍ଭ ହେବାର ଛଅ ମାସରୁ ଅଧିକ ସମୟ ବିତିଗଲାଣି। ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ କରିବା ପରଠାରୁ ମଧ୍ୟ-ପୂର୍ବ (Middle East) ଅଞ୍ଚଳରେ ଯୁଦ୍ଧ…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାୟି ଆମେରିକାକୁ ଯେକୌଣସି ଆକ୍ରମଣ…

ଆମେରିକା ସେନା ଘାଟି ଉପରେ ଇରାନ୍‌ର ଆକ୍ରମଣ

ଓ୍ବାଶିଂଟନ/ତେହରାନ୍‌,୧ା୯: କିଛିଦିନର ବିରତି ପରେ ଆମେରିକା ସେନା ରବିବାର ରାତିରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଇରାନୀୟ ରକେଟ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ଜୋର୍ଡ଼ାନରେ ଥିବା ଆମେରିକା ସେନା ଘାଟି ଉପରେ ପ୍ରତିଆକ୍ରମଣ କରିଥିବା କହିଛି। ଲାରାକ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ ଦୁଇଟି ରକେଟ ଲଞ୍ଚରକୁ ଟାର୍ଗେଟ କରିଥିଲା। ଏହା ଜୁଲାଇ ୩୦ ପରେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?