ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସନି ଲିଓନି, ଶେୟାର କଲେ ବ୍ରେକ୍‌ଫାଷ୍ଟର ଫଟୋ

ମୁମ୍ବାଇ: ବଲିଉଡ୍‌ ଗ୍ଲାମର ଡଲ ତଥା ଫ୍ୟାଶନ କୁଇନ୍‌ ସନି ଲିଓନି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସପରିବାର ସନି ମାଳଦ୍ୱୀପ ଯାଇଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତର କିଛି ଫଟୋ ସନି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଚର୍ଚ୍ଚାରେ ରହିଛି। ମାଳଦ୍ୱୀପରେ ବିକ୍‌ନୀରେ ନଜର ଆସିଛନ୍ତି ସନି। ତାଙ୍କର ଏହି ଲୁକ୍‌ ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ସେ ଏକ ପିଚ୍‌ କଲରର ବିକ୍‌ନୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସନି ସନ୍‌ କିସ୍‌ଡ କରୁଛନ୍ତି। ଫଟୋରେ ସେ ବେଶ୍‌ ହଟ୍‌ ଦିଶୁଛନ୍ତି। ସନ୍‌ଗ୍ଲାସ ଲଗାଇ ଆହୁରି ସୁନ୍ଦର ଦେଖାଯାଉଛନ୍ତି।

ସନି ଏହି ଫଟୋଗୁଡ଼ିକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଉ ଏକ ଫଟୋରେ ସନି ପୁଲ୍‌ରେ ବସି ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ ଉପଭୋଗ କରୁଛନ୍ତି। ତାଙ୍କ ଚେହେରାରେ ସ୍ମିତହାସ୍ୟ ଆହୁରି ଚମକୁଛି। ବୋଟ୍‌ ରାଇଡିଂ ବି କରୁଛନ୍ତି ସନି। ମାଳଦ୍ୱୀପରେ କେତେ ଖୁସି ସମୟ ଅତିବାହିତ କରୁଛନ୍ତି ତାଙ୍କ ଫଟୋଗୁଡ଼ିକରୁ ସ୍ପଷ୍ଟ ବାରି ହୋଇପଡୁଛି। ଆଉ ଏକ ଫଟୋରେ ସନି ଏକ ରଙ୍ଗୀନ ଶୁଆକୁ ନିଜ କାନ୍ଧରେ ବସାଇଛନ୍ତି। ଏକ ଲାଇଟ୍‌ ବ୍ଲୁ କଲରର ଶଟ୍‌ ଡ୍ରେସ୍‌ ପିନ୍ଧି ସନ୍‌ଗ୍ଲାସରେ ବେଶ୍‌ ଆକର୍ଷଣୀୟା ଦିଶୁଛନ୍ତି। ସନିଙ୍କର ପ୍ରତ୍ୟେକ ଫଟୋକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୋପିକ୍‌ ନିଶାରେ ତାପସୀ

ତେଲୁଗୁ ହେଉ କି ତାମିଲ ଫିଲ୍ମରେ ତାପସୀ ପାନୁ ଜଣେ ପରିଚିତା ଅଭିନେତ୍ରୀ। ୟା ଭିତରେ ସେ ଅନେକ ମନ ପସନ୍ଦର ସିନେମାରେ ଅଭିନୟ କରିସାରିଲେଣି।...

ଏହି ଅଭିନେତାଙ୍କୁ ନିର୍ଦ୍ଦେଶକ କହିଥିଲେ କେବେ ହୋଇପାରିବନି ଷ୍ଟାର, ପୂରା ଘଟଣା ଜାଣିଲେ…

ଅନିଲ କପୁରଙ୍କୁ ବଲିଉଡ୍‌ର ଏଭରଗ୍ରିନ୍‌ ତାରକା କୁହାଯାଏ। ଅନିଲ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଫିଟ୍‌ନେସ୍‌ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି।...

ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ...

କରୋନା ସହ ଲଢ଼ିବାକୁ ଶାହାରୁଖ୍‌ଙ୍କ ବଡ଼ ସହାୟତା: ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରମାନେ ସହଯୋଗର ହାତ ବଢ଼ାଇ ଦେଶକୁ ଏହି କଠିନ ପରିସ୍ଥିତିରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି। ସୋନୁ ସୁଦ ପ୍ରବାସୀ...

କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍‌ଶୀଘ୍ର ବକ୍ସ ଅଫିସ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର...

ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା...

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ...

ଆରମ୍ଭରୁ ଫ୍ଲପ୍‌, ତା’ ପରେ..

ନୋରା ଫତେହି ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ଥିଲା ‘ରୋର୍‌ : ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନସ୍‌’। ହେଲେ ଏହାକୁ ନେଇ ତାଙ୍କର ଯେଉଁ...

Advertisement
Archives

Model This Week