Posted inଜାତୀୟ

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ ସମୁଦ୍ର ମଧ୍ୟରେ ସେ ଏକ ଖୋଲା ଜିପ୍‌ରେ ଆସି ଭାଜପା ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ସୂଚନାଯୋଗ୍ୟ, ସନ୍ନିଙ୍କ ରାଜନୀତି ପ୍ରବେଶକୁ ନେଇ ଭାଜପା ତାଙ୍କଠାରୁ ଅନେକ କିଛି ଆଶା ରଖିଛି। ଏଥର ଗୁରୁଦାସପୁର ଆସନରୁ ସେ ନିର୍ବାଚନ ଲଢୁଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦିଦି ନେଲେ କଡ଼ା ପଦକ୍ଷେପ: ଡିଜିପି-ଏଡିଜିଙ୍କୁ କଲେ ବଦଳି…

କୋଲକାତା,୫।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମମତା ବାନାର୍ଜୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଡିଜିପି...

୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ...

ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା: ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା...

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର...

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି)  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ...

ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍‌ କଲେ ୩ ସନ୍ତାନର ମା’

ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ...

କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା

ହାଇଦ୍ରାବାଦ, ୧୩।୮:  ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

Advertisement
Archives

Model This Week