ଶ୍ରୀଲଙ୍କାରେ ଆଳୁ କିଲୋ ୮୦୦, ଟମାଟୋ ୧୦୦୦, କାଠ ଚୁଲି ଜାଳୁଛନ୍ତି ଲୋକେ

କଲମ୍ବୋ,୧୧ ।୭: ଏବେ ସାରା ବିଶ୍ୱ ଦେଖି ସାରିଛି ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତିର ଭୟାବହତା । ସାଧାରଣ ଜନତା କିଭଳି ଭାବେ ରାଷ୍ଟ୍ରପତି ଭବନ କବଜା କରି ରଖିଛନ୍ତି । ଏବେ ଦେଶରେ ନା ରାଷ୍ଟ୍ରପତି ଅଛନ୍ତି, ନା ପ୍ରଧାନମନ୍ତ୍ରୀ ଏହାସହ ଆଇନ ବ୍ୟବସ୍ଥାର କୌଣସି ସ୍ଥିତି ନାହିଁ କହିଲେ ଚଳେ । ଏବେ ଯେଉଁ ଚିତ୍ର ସାରା ବିଶ୍ୱ ଦେଖୁଛି ତାହା କେବଳ ଲୋକଙ୍କ କ୍ରୋଧ । ଏମିତି ପରିସ୍ଥିତି ଉପୁଜିଛି କି ଏବେ ଶ୍ରୀଲଙ୍କାରେ ଟମାଟୋ କିଲୋଗ୍ରାମ ପତି ଦର ୧୦୦୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ହୋଇଛି ୮୦୦ଟଙ୍କା । ଲୋକଙ୍କ ପାଖରେ ନା ପହଞ୍ଚୁଛି ଗ୍ୟାସ ନା ବିଜୁଳି । ଜୀବନ ବଞ୍ଚାଇବାକୁ ଲୋକେ କାଠ ଚୁଲିରେ ରୋଷେଇ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ...

ଅସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ? ହସ୍ପିଟାଲରେ ଭର୍ତ୍ତି

ଢାକା,୧୨।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୯ ବର୍ଷିୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ...

ଭାରତକୁ ନାଲି ଆଖି ଦେଖାଇଲେ ୟୁନୁସ ସରକାର, କହିଦେଲେ ଏମିତି, ଯାହାକୁ ଶୁଣି…

ଢାକା,୧୨।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ଦିନଠାରୁ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ତୀବ୍ର ହୋଇଛି। ବୁଧବାର ପୁଣି ଥରେ ୟୁନୁସ...

୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍‌, ହାରିସ୍‌

ଓ୍ବାଶିଂଟନ୍‌,୧୨ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍‌-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା...

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ...

ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା...

ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ

କାନ୍‌ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍‌ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ...

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri